Masthead

ମୋଦି ଭାରତୀୟ ଓ ତାଙ୍କ ପୂର୍ବପୁରଷଙ୍କ ଅପମାନ କରିଛନ୍ତି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ପୁଣି ବିଦେଶ ମାଟିରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି । କଂଗ୍ରେସ ଏମପି ରାହୁଲ ଗାନ୍ଧି ପୁଣିଥରେ ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଭାରତକୁ ଅପମାନ କରିଥିବା ବିଜେପିର ବୟାନର ଜବାବ ଦେଇଛନ୍ତି । ରାହୁଲ କହିଛନ୍ତି ମୋଦି ନିଜେ କହିଛନ୍ତି ଦେଶରେ ୬୦-୭୦ ବର୍ଷରେ କିଛି ହୋଇ ନାହିଁ । ସେ ଏମିତି କହି ଭାରତୀୟ ଓ ତାଙ୍କ ପୂର୍ବପୁରୁଷଙ୍କ ଅପମାନ କରିଥିବା ରାହୁଲ କହିଛନ୍ତି । ଏହାସହ ଭାରତ ଏକ ଦଶକ ହରାଇ ଦେଇଛି ଏସବୁ କଥା ମୋଦି ହିଁ ବିଦେଶ ମାଟିରେ କହିଛନ୍ତି ।

ରାହୁଲ ଗାନ୍ଧି ଲଣ୍ଡନରେ ଇଣ୍ଡିଆନ ଜର୍ନାଲିଷ୍ଟ ଆସୋସିଏଶନର କାର୍ଯ୍ୟକ୍ରମରେ ଭାଜପାର ସେହି ଅଭିଯୋଗର ଜବାବ ଦେଇଥିଲେ ଯେଉଁଥିରେ ସେ ଭାରତର ଅପମାନ କରିଥିବା ଅଭିଯୋଗ କରାଯାଇଥିଲା । କେବଳ ସେତିକି ନୁହେଁ ସେ ତାଙ୍କ ଭାରତ ଯୋଡୋ ଯାତ୍ରାର ତୁଳନା ଭାଜପାର ୩ ଦଶକ ପୁରୁଣା ରଥଯାତ୍ରା ସହ କରିଛନ୍ତି । ସେ କହିଛନ୍ତି ଭାଜପାର ବି ରଥ ଯାତ୍ରା ଥିଲା, କେବଳ ଫରକ ଏତିକି ଥିଲା ସେହି ଯାତ୍ରାର କେନ୍ଦ୍ର ଥିଲା ଏକ ରଥ ଯାହା ରାଜାର ପ୍ରତିକ ଥିଲା । ଆମର ରଥ ଲୋକଙ୍କୁ ଏକାଠି କରୁଥିଲା କୋଳାଗ୍ରତ କରୁଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା