Masthead

ମଣିପୁର ହିଂସା ବିରୋଧରେ ତୁମୁଡିବନ୍ଧ ବ୍ଲକର ଖ୍ରୀଷ୍ଟିୟ ସମାଜ ଦ୍ୱାରା ଶୋଭାଯାତ୍ରା

ତୁମୁଡିବନ୍ଧ (ବଡ଼ ଖବର ବ୍ୟୁରୋ): ତୁମୁଡିବନ୍ଧ ଦୀର୍ଘ ୩ ମାସ ଧରି ମଣିପୁର ରାଜ୍ୟରେ ଲାଗିରହିଥିବା ହିଂସାକୁ ବିରୋଧ କରିଛି ତୁମୁଡିବନ୍ଧ ବ୍ଲକ ଖ୍ରୀଷ୍ଟିୟ ସମାଜ । ପୂର୍ବ ଭଳି ଶାନ୍ତି, ସଦଭାବନା ଫେରାଇ ଆଣିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ୫ ଶହରୁ ଉର୍ଦ୍ଧ ଖ୍ରୀଷ୍ଟିଆନ ମହିଳା ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ ବିଡିଓ ଙ୍କ ଜରିଆରେ ଏକ ୫ ଦଫା ଦାବିପତ୍ର ସୋମବାର ଦିନ ପ୍ରଦାନ କରିଛନ୍ତି । ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ରୁ ଶହ ଶହ ଖ୍ରୀଷ୍ଟ ଧର୍ମାବଲମ୍ବୀ ଏକ ଶୋଭାଯାତ୍ରାରେ ବାହାରି ଆମ୍ବେଦକର ଛକ ପର୍ୟ୍ୟନ୍ତ ଯାଇ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ନାରାବାଜୀ କରି ମଣିପୁର ହିଂସାର ବିରୋଧ ପ୍ରଦର୍ଶନ କରିଛନ୍ତି । ତୁମୁଡିବନ୍ଧ ବ୍ଲକର ୧୧ ଟି ପଞ୍ଚାୟତର ଶତାଧିକ ମଣ୍ଡଳୀରୁ ୫ ଶହରୁ ଉର୍ଦ୍ଧ ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହି ରାଲିରେ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ