Masthead

ଅର୍ପଣ ଚାଉଳକୁ ସ୍ଥାନାନ୍ତର ଉଦ୍ୟମ

ପୁରୀ (ବଡ଼ ଖବର ବ୍ୟୁରୋ): ଧରା ପଡ଼ିଲା ଅସଲ ଚିତ୍ର । ଅର୍ପଣ ଚାଉଳକୁ ଏବେ ସ୍ଥାନାନ୍ତର ଉଦ୍ୟମ । ସ୍ଥାନାନ୍ତରବେଳେ ଧରିଲେ ସ୍ଥାନୀୟ ବାସିନ୍ଦା। ପୂର୍ବରୁ ଲାଇଟ୍, ଶଙ୍ଖ ବେଶ ପ୍ରଦର୍ଶନୀ ପରେ ଏବେ ଅର୍ପଣ ଚାଉଳକୁ ନେଇ ମଧ୍ୟ ଦେଖା ଦେଇଛି ବିବାଦ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟରେ ଲୋକଙ୍କୁ ଗାଡ଼ି ବୁଲାଇ ଅର୍ପଣ ନାଁରେ ଚାଉଳ ମଗାଯାଇଥିଲା ।

ସେତେବେଳେ ବାରମିଶା ଚାଉଳକୁ ଶ୍ରୀମନ୍ଦିରରେ ପ୍ରସାଦ ଯୋଗ୍ୟ କି ନୁହେଁ ଏନେଇ ଦେଖାଦେଇଥିଲା ବିବାଦ । ଏବେ ଜନମତ ପରିବର୍ତ୍ତନ ପରେ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିଥିବା ବେଳେ ଆଜି ଅର୍ପଣ ଚାଉଳ ଗାଡ଼ିରେ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ଧରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?