Masthead

ଜନ୍ମଦିନ ପାଳିଲେ ରାହୁଲ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ପପୁଲାର ସୋ ବିଗ୍ ବସ ୧୪ର ରନର ଅପ୍ ରାହୁଲ ବୈଦ୍ୟ ଆଜିକାଲି ବେଶ୍ ପପୁଲାର ହୋଇ ସାରିଲେଣି । ବିଗ୍ ବସ୍ ରୁ ଆସିବା ପରେ ସେ ଏବେ ଜଣେ ସିଙ୍ଗର ସହ ଜଣେ ପପୁଲାର ଟେଲିଭିଜନ ଷ୍ଟାର ମଧ୍ୟ । ତେବେ ଆଜି ହେଉଛି ରାହାଲ ବୈଦ୍ୟଙ୍କ ଜନ୍ମଦିନ । ସେ ଆଜି ତାଙ୍କର ୩୪ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ତାଙ୍କର ଏହି ସ୍ପେସିଆଲ ଡେ ରେ ତାଙ୍କୁ ଅନେକ ଫ୍ୟାନ୍ସ ସୋସିଆଲ ମିଡିଆ ଜରିଆରେ ୱିଶ୍ ଜଣାଇଛନ୍ତି । ଖାସ୍ କରି ତାଙ୍କ ପତ୍ନୀ ଦିଶା ପରମାର ତାଙ୍କ ପାଇଁ କିଛି ଖାସ୍ ପୋଷ୍ଟ ସେୟାର କରିଛନ୍ତି । ଏହା ବ୍ୟତୀତ ଦୁହେଁ ଏହି ସ୍ପେସିଆଲ ଡେ ସେଲିବ୍ରେଟ୍ କରିବାକୁ ମଲଦ୍ୱୀପ ଯାଇଥିବା ବି ଜଣାପଡିଛି । ଦିଶା ନିଜେ ତାଙ୍କ ଇଷ୍ଟା ଷ୍ଟୋରୀରେ ଏହାର ସୁଚନା ଦେଇଛନ୍ତି ।

ତେବେ ଦୁଇମାସ ପୂର୍ବରୁ ହିଁ ରାହୁଲ ତାଙ୍କ ଗାର୍ଲଫ୍ରେଣ୍ଡ ଅଭିନେତ୍ରୀ ଦିଶା ପରମାରଙ୍କୁ ମ୍ୟାରେଜ କରିଥିଲେ । ୨୦୨୧ ଜୁଲାଇ ମାସରେ ହିଁ ହୁହିଁଙ୍କ ରୟାଲ ମ୍ୟାରେଜ ଦେଖିବାକୁ ମିଳିଥିଲା । ତିନି ଦିନ ଧରି ମ୍ୟାରେଜର ଏହି ଗ୍ରାଣ୍ଡ ସେଲିବ୍ରେସନକୁ ଖୁବ୍ ସେଲିବ୍ରେଟ୍ କରିଥିଲେ ଉଭୟ । କରୋନା ପାଇଁ କେବଳ ନିଜ ଫ୍ୟାମିଲି, ରିଲେଟିଭସ୍ ଏବେ କିଛି ଖାସ୍ ବନ୍ଧୁଙ୍କ ଉପସ୍ଥିତିରେ ହୁହେଁ ମ୍ୟାରେଜ କରିଥିଲେ । ମ୍ୟାରେଜ ପରେ ଦୁହିଁଙ୍କର ଅନେକ ଫଟୋ ଭାଇରାଲ ହେଉଥିଲା ସୋସିଆଲ ମିଡିଆରେ । ମେହିନ୍ଦୀ, ସଙ୍ଗିତ୍ ଏବଂ ବିବାହ ଉତ୍ସବର ପ୍ରତିଟି ଫଟୋ କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ ।

ତେବେ ରାହୁଲ ଦିଶାଙ୍କୁ ଦୀର୍ଘ ସମୟ ଧରି ଡେଟ୍ କରୁଥିଲେ । କିନ୍ତୁ ନିଜ ପ୍ରେମକୁ ସେ ଗୁପ୍ତ ରଖିଥିଲେ । ଏହା ପରେ ବିଗ୍ ବସ୍ ହାଉସରେ ହିଁ ସେ ଦିଶାଙ୍କୁ ପ୍ରପୋଜ କରିଥଇଲେ । ଯାହାକି ବିଗ୍ ବସ୍ର ଏକ ଦମଦାର ଏପିସୋଡ ରହିଥିଲା । ସେବେଠାରୁ ହିଁ ଦୁହିଁଙ୍କ ମ୍ୟାରେଜକୁ ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ । ଏବଂ ଶେଷରେ ରାହୁଲଙ୍କର ଦୁଲହନ ସାଜିଥିଲେ ଦିଶା । ସୋସିଆଲ ମିଡିଆରେ ଦୁହେଁ ଆକ୍ଟିଭ ରହିବା ସହ ସବୁବେଳେ ନିଜର ଅନେକ ଖାସ୍ ପୋଷ୍ଟ ସେୟାର କରନ୍ତି ଫ୍ୟାନ୍ସଙ୍କ ସହ । ବ୍ୟୁରୋ ରିପୋଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା