ଭକ୍ତଙ୍କୁ ସଚେତନ କରିବାକୁ ଭଗବାନ ପିନ୍ଧିଲେ ମାସ୍କ

ମଥୁରା  (ବଡ଼ ଖବର ): ଦେଶରେ  କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ଏହା ସତ୍ତେ୍ବ ବି ଲୋକମାନେ କୋଭିଡ ଗାଇଡଲାଇନ ଉଲଂଘନ କରୁଛନ୍ତି। ଏପରି ପରିସ୍ଥିତିରେ, ମନ୍ଦିରରେ ବସିଥିବା ଭଗବାନ ତାଙ୍କ ଭକ୍ତମାନଙ୍କୁ କରୋନାରୁ ଉଦ୍ଧାରର ବାର୍ତ୍ତା ଦେଉଛନ୍ତି। ମାସ୍କ ପିନ୍ଧି ମଥୁରାର ଗିରିରାଜ ମହାରାଜ ମଙ୍ଗଳବାର ଦିନ ଗୋବର୍ଦ୍ଧନର ରାଧାକୃଷ୍ଣ କୁଣ୍ଡ ସଙ୍ଗମସ୍ଥିତ ଗିରିରାଜ ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଅନ୍ୟ ପଟେ ଗିରିରାଜ ମହାରାଜଙ୍କୁ ଦାନାଘାଟୀ ମନ୍ଦିରରେ ଫୁଲରେ ତିଆରି ମାସ୍କ ପିନ୍ଧାଯାଇଥିଲା।

ରାଧାକୃଷ୍ଣ କୁଣ୍ଡ ସଙ୍ଗମରେ ଗିରିରାଜ ମନ୍ଦିରର ସେବା କରୁଥିବା କୃଷ୍ଣ ଗୋପାଳ କହିଛନ୍ତି ମଙ୍ଗଳବାର ଦିନ ମଙ୍ଗଳ ଆରତୀ ସମୟରେ ଗିରିରାଜ ମହାରାଜଙ୍କୁ ମାସ୍କ ଦିଆଯାଇଥିଲା। ଏହା ଭକ୍ତମାନଙ୍କୁ କରୋନାରୁ ଉଦ୍ଧାର କରିବାକୁ ଏକ ବାର୍ତ୍ତା ଦେଇଛି । କୌଣସି ଭକ୍ତଙ୍କୁ ମାସ୍କ ବିନା ମନ୍ଦିର ଭିତରକୁ ଯିବାକୁ ଅନୁମତି ନାହିଁ । ଆଳତୀ ସମୟରେ ଭକ୍ତମାନେ ଦୁଇ ଗଜ ଦୂରରେ ଠିଆ ହୋଇଥିଲେ। ଗିରିରାଜ ମହାରାଜଙ୍କୁ ଗୋବର୍ଦ୍ଧନସ୍ଥିତ ଦାନାଗତୀ ମନ୍ଦିରରେ ଫୁଲରେ ନିର୍ମିତ ମାସ୍କ ପିନ୍ଧା ଯାଇଥିଲା। ଯାହା କରୋନାରୁ ବର୍ତ୍ତିବାର ବାର୍ତ୍ତା ଲୋକମାନଙ୍କୁ ପହଞ୍ଚାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!