Masthead

ରାତିରେ ରୋଡ ‘ସୋ’

ରାଇଘର (ବଡ଼ ଖବର ବ୍ୟୁରୋ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନସାଧାରଣ ଖରାରେ ଆଉଟୁ ପାଉଟୁ ହେଉଥିବା ବେଳେ ଏଥିରେ ବାଦ ପଡିନାହାନ୍ତି ନେତା। ନିର୍ବାଚନ ଆଉ କିଛି ଦିନ ରହିଥିବା ବେଳେ ପ୍ରବଳ ଖରା ଯୋଗୁଁ ଦିନ ସମୟରେ ଅଧିକାଂଶ ଦଳର କର୍ମୀ ଓ ନେତା ପ୍ରଚାର ମୈଦାନକୁ ଓହ୍ଲାଇ ପାରୁନାହାନ୍ତି । ଏହି କାରଣରୁ ଏବେ ନେତା ଓ କର୍ମୀ ଦିନ ପରିବର୍ତ୍ତେ ରାତିରେ ପ୍ରଚାର କରିବାକୁ ଅଧିକା ଗୁରୁତ୍ୱ ଦେଉଛନ୍ତି। ଏହା ଦ୍ୱାରା ନେତାଙ୍କ ପାଇଁ ଭୋଟରଙ୍କୁ ଯେପରି କିଛି ଅସୁବିଧା ହେବନି ସେଥିପାଇଁ ରାତ୍ରି ପ୍ରଚାରକୁ ଗୁରୁତ୍ଵ ଦେଉଛନ୍ତି ।

ଉମରକୋଟ ନିର୍ବାଚନମଣ୍ଡଳିରେ ବିଜୁ ଜନତା ଦଳ ଆରମ୍ଭ କରିଛି ନିଜର ରାତ୍ରି ପ୍ରଚାର କାର୍ଯ୍ୟକ୍ରମ । ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଉମରକୋଟ ନିର୍ବାଚନମଣ୍ଡଳିର ବିଧାୟିକା ପ୍ରାର୍ଥୀନୀ ନବୀନା ନାୟକ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ଉମରକୋଟ ସହର ପରିକ୍ରମା କରି ପୌର ପରିଷଦ ବିଭିନ୍ନ ୱାର୍ଡକୁ ଯାଇ ପ୍ରଚାର କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ