Masthead

ଶିକ୍ଷୟତ୍ରୀଙ୍କୁ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ରାଇଘର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଛଟାହାଣ୍ଡି ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ସୌଦାମିନୀ ବେହେରାଙ୍କ ବଦଳି ଓ ଏସଏମସି ସଭାପତି ପ୍ରହଲ୍ଲାଦ କୁମ୍ଭାରଙ୍କ ପରିବର୍ତ୍ତନ ଦାବିରେ ନବରଙ୍ଗପୁର କୋଡୀଙ୍ଗା ରାସ୍ତାକୁ ଚଟାହାଣ୍ଡି ଛକରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅବରୋଧ କରି ରଖିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ଭିତରେ ତାଲା ପକାଇ ରଖିଛନ୍ତି ।

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭଯୋଗ ସଭାପତି ଓ ଶିକ୍ଷୟତ୍ରୀ ମାଧ୍ୟାନ୍ନ ଭୋଜନରେ ହେରଫେର କରି ନିମ୍ନମାନର ଖାଦ୍ୟ ଦେଉଛନ୍ତି । ବିଦ୍ୟାଳୟ ଶିକ୍ଷା ଦାନରେ ଅବବ୍ୟସ୍ଥା ସହ ଛାତ୍ର ଛାତ୍ରୀଙ୍କୁ ବ୍ୟବହାର ଖରାପ କରିବା ଭଳି ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ନବରଙ୍ଗପୁର କୋଡୀଙ୍ଗା ରାସ୍ତାକୁ ଚଟାହାଣ୍ଡି ଛକରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅବରୋଧ କରିଛନ୍ତି । ଫଳରେ ଯାତାୟାତ ଠପ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ