Masthead

ରାଜନୀତିରେ ଆକ୍ଟିଭ୍ ରଜନୀକାନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜନୀତିରେ ଆକ୍ଟିଭ୍ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ୨୦୨୧ ଜାନୁଆରୀରେ ନୂଆ ଦଳ ଘୋଷଣା କରିବେ ଥଲାଇବା । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସେ । ୨୦୨୦ ଡିସେମ୍ବର ୩୧ରେ ଦଳ ବିଷୟରେ ସବିଶେଷ ତଥ୍ୟ ଦେବେ ରଜନୀକାନ୍ତ । ଦୀର୍ଘ ୨ ଦଶନ୍ଧୀ ଧରି ରଜନୀକାନ୍ତଙ୍କ ରାଜନୀତି ପ୍ରବେଶକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଜୟ ଲଳିତ ଓ କରୁଣାନିଧିଙ୍କ ଦେହାନ୍ତ ପରେ ରଜନୀକାନ୍ତଙ୍କୁ ଭାବି ମୁଖ୍ୟମନ୍ତ୍ରୀ କରିବାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ ।

କିନ୍ତୁ ରଜନୀକାନ୍ତ ଏଯାବତ୍ କୌଣସି ରାଜନୀତିରେ ଲଢିବା ନେଇ କୌଣସି ମତ ପ୍ରକାଶ କରିନଥିଲେ । ତାମିଲନାଡୁରେ ସର୍ବଦା ଅଭିନେତା ମାନଙ୍କ ରାଜନୀତି ଉପରେ ଦବଦବା ରହି ଆସିଛି । ସେ ଜୟ ଲଳିତା ହୁଅନ୍ତୁ କିମ୍ବା କମଲ୍ ହାସନ , ପ୍ରାୟ ତାମିଲ୍ ଅଭିନେତା ରାଜନୀତିକୁ ଆସି ରାଜ୍ୟବାସୀଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି । ଅନ୍ୟପକ୍ଷେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସ ଫଲୋଇଙ୍ଗ ଦେଖିଲେ ଯଦି ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢନ୍ତି ତେବେ ଜିତିବା ସୁନିଶ୍ଚିତ । ତେବେ ରଜନୀକାନ୍ତ କିନ୍ତୁ ଏହାକୁ ନେଇ ପ୍ରତ୍ୟାଖାନ କରିଛନ୍ତି । ଏହାସହ ଦୁର୍ନୀତିମୁକ୍ତ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି