Masthead

ମୁଁ ବଞ୍ଚିଛି ….ମୋ ନଥିପତ୍ର ଠିକ୍ କର

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ତହସିଲ ଆଗରେ ବସିଛି ଭୂତ । ସେ ପୁଣି ଆମରଣ ଅନଶନରେ । କଥା ଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ସତରେ ଜବୀନ୍ତ ଲୋକକୁ ମୃତ ଘୋଷଣା କରାଯାଇଛି । ସବୁ ସରକାରୀ ନଥିପତ୍ରରେ ମୃତ ଘୋଷଣା ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ରାୟଗଡ ଜିଲ୍ଲା ତହସିଲ କାର୍ଯ୍ୟାଳୟ ଆଗରେ ଭୂତ ବସିଛି ଆମରଣ ଅନଶନରେ।

ଗତ କାଲିଠାରୁ ଦିବାରାତ୍ର ଅନଶନରେ ବସିଛନ୍ତି ପାର୍ବତୀ । ସେ କହୁଛନ୍ତି ମୁଁ ବଞ୍ଚିଚି। ମୋତେ ଯେଉଁ ସରକାରୀ ନଥିପତ୍ରରେ ମୃତ ଘୋଷଣା କରାଯାଇଛି ତାକୁ ସରକାରୀ ନଥିପତ୍ରରେ ଜୀବନ୍ତ କର। ଅନଶନରେ ବସିବା ପୂର୍ବରୁ ନିଜକୁ ଜୀବନ୍ତ ଘୋଷଣା କରିବା ପାଇଁ ପାର୍ବତୀ ତହସିଲଦାରଙ୍କ ଆଗରେ ନେହୁରା ବି ହୋଇଛି । ତେବେ ତ୍ରୁଟି ସୁଧାରିବା ପରିବର୍ତ୍ତେ ମହିଳା ଅଧିକାରୀଙ୍କ ଠାରୁ ଦୁର୍ବ୍ୟବହାର ପାଇଥିବା ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ