Masthead

ବାତିଲ ହେଲା ସାର୍କ ବୈଠକ

(ବଡ଼ ଖବର ବ୍ୟୁରୋ): ବାତିଲ ହେଲା ସାର୍କ ବୈଠକ । ତାଲିବାନକୁ ସାମିଲ କରିବାକୁ ପାକିସ୍ତାନର ଜିଦ । ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ପ୍ରତିନିଧି ପଠାଇବାକୁ ଅନୁମତି ଦିଆଯାଉ ବୋଲି ପାକିସ୍ତାନ ଗୁରୁତ୍ୱାରୋପ କରିବାରୁ ନ୍ୟୁୟର୍କରେ ହେବାକୁ ଥିବା ସାଉଥ୍ ଏସିଆନ୍ ଆସୋସିଏସନ ଫର ରିଜିଓନାଲ କୋଅପରେସନ ରାଷ୍ଟ୍ରସମୂହଙ୍କର ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ବାତିଲ କରାଯାଇଛି।

ସଦସ୍ୟ ଦେଶ ଗୁଡିକର ସହମତି ଅଭାବରୁ ସାର୍କ ମିଟିଂ ଅନୁଷ୍ଠିତ ହେବ ନାହିଁ ବୋଲି ନେପାଳ ବର୍ହିବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ଅଧିକାଂଶ ଦେଶ ତାଲିବାନକୁ ସାମିଲ କରାଯିବାକୁ ପାକିସ୍ତାନର ପ୍ରସ୍ତାବ ଉପରେ ଆଲୋଚନା ପାଇଁ ମନା କରିଦେଇଥିଲା । ଏଥିସହ ଆଫଗାନିସ୍ତାନର କ୍ଷମତାଚ୍ୟୁତ ରାଷ୍ଟ୍ରପତି ଅଶ୍ରଫ ଗନି ସରକାରଙ୍କ କୌଣସି ପ୍ରତିନିଧିଙ୍କୁ କୌଣସି ମୂଲ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ଅନୁମତି ଦିଆନଯିବାକୁ ପାକିସ୍ତାନ ଜିର ଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ