Masthead

ୱାର୍ଲ୍ଡ କ୍ଲାସ ମ୍ୟୁଜିୟମ ପାଇଁ ଭଙ୍ଗାଯିବ ସାବରମତି ଆଶ୍ରମ, କଂଗ୍ରେସ କହିଲା ଷଡ଼ଯନ୍ତ୍ର

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ସାବରମତି ଆଶ୍ରମକୁ ଭାଙ୍ଗିବା ପାଇଁ ଚାଲିଛି ଷଡଯନ୍ତ୍ର । ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ଥିବା ସ୍ମୃତିପୀଠ ସାବରମତି ଆଶ୍ରମକୁ ନୂତନ ରୂପ ଦେବାପାଇଁ ଗୁଜୁରାଟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଆଶ୍ରମକୁ ୱାର୍ଲ୍ଡ କ୍ଲାସ୍ ମୁଜିୟମ କରିବା ପାଇଁ ଚାହୁଛନ୍ତି ସରକାର । ଯାହାକୁ ବିରୋଧ କରିଛି କଂଗ୍ରେସ । ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ କହଛନ୍ତି, ଆଶ୍ରମର ପବିତ୍ରତାକୁ ଶେଷ କରିବା ହେଉଛି ମହାତ୍ମାଙ୍କୁ ଅପମାନ କରିବା ସଦୃଶ ।

ବିଜେପି ସରକାର ଗାନ୍ଧିଜୀଙ୍କ ସହ ଜଡ଼ିତ ସମସ୍ତ ସ୍ମୃତିକୁ ନଷ୍ଟ କରିବାକୁ ଚାହୁଁଛନ୍ତି ସରକାର । ସରକାର ଏମତି କିଛି ଭୁଲ କରିବାକୁ ଯାଉଛନ୍ତି, ଆଗାମୀ ପିଢୀ ମଧ୍ୟ ଏହାକୁ କ୍ଷମା କରିବେ ନାହିଁ । ବିରୋଧୀ ଏହାକୁ ବିରୋଧ କରି କହିଛନ୍ତି, ସାବରମତୀ ଆଶ୍ରମକୁ ଭାଙ୍ଗିବା ଅର୍ଥ ମହାତ୍ମା ଗାନ୍ଧୀଙ୍କୁ ୨ୟ ଥର ହତ୍ୟା କରିବା ସମାନ । ୧୯୧୭ରୁ ୧୯୩୦ ମଧ୍ୟରେ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀ ରହି ସ୍ୱତନ୍ତ୍ରତା ସଂଗ୍ରାମର ନେତୃତ୍ୱ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ