Masthead

ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବ ଶିରିଡ଼ି ମନ୍ଦିର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବ ଶିରିଡ଼ି ମନ୍ଦିର । ମହାରାଷ୍ଟ୍ରର ସିନ୍ଦେ ସରକାର ସାଇ ମନ୍ଦିର ସୁରକ୍ଷାରେ ସିଆଇଏସଏଫ ମୁତୟନ ନିଷ୍ପତ୍ତିକୁ ମନ୍ଦିର ପ୍ରଶାସନ ବିରୋଧ କରି ବନ୍ଦ ଘୋଷଣା କରିଛି । ଅହମଦନଗର-ମନମାଡ ହାଇୱେରେ ରହିଛି ଶିରିଡି ସାଇ ମନ୍ଦିର । ସେଠାକାର ସମସ୍ତ ଔଦ୍ୟୋଗିକ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେସନ ଓ ଏୟାରପୋର୍ଟ ସହିତ ସାଇ ମନ୍ଦିରର ସୁରକ୍ଷା ଦାୟିତ୍ୱ ସିଆଇଏଫ ନ୍ୟସ୍ତ କରାଯାଇଛି ।

ଏହାକୁ କେବଳ ମନ୍ଦିର ପ୍ରଶାସନ ନୁହେଁ, ସ୍ଥାନୀୟ ଲୋକେ ଏବଂ ଆଖପାଖର ଗ୍ରାମାଞ୍ଚଳର ଲୋକେ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ପ୍ରତିଦିନ ଦେଶବିଦେଶରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି । ସେମାନେ ବହୁ ଅର୍ଥ ମନ୍ଦିରକୁ ଦାନ କରିଥାନ୍ତି । କିଛି ଦିନ ପୂର୍ବରୁ ସ୍ଥାନୀୟ ବ୍ୟାଙ୍କମାନେ ସାଇ ମନ୍ଦିରରୁ ଆସୁଥିବା ବିପୁଳ ଖୁଚୁରା ମୁଦ୍ରା ଜମା ରଖିବାକୁ ଅକ୍ଷମତା ପ୍ରକାଶ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା