Masthead

ପଶ୍ଚିମବଙ୍ଗରେ ଯେଉଁମାନେ ଆତଙ୍କ ସୃଷ୍ଟି କରୁଛନ୍ତି ସେମାନଙ୍କ ସହ ଗାନ୍ଧୀ ପରିବାର ହାତ ମିଳାଇବା ଗ୍ରହଣୀୟ କି?: ସ୍ମୃତି ଇରାନି

କୋଲକାତା (ବଡ଼ ଖବର ବ୍ୟୁରୋ):  ପଶ୍ଚିମବଙ୍ଗ ନିର୍ବାଚନ ହିଂସାକାଣ୍ଡକୁ ନେଇ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି । ରବିବାର ମଧ୍ୟପ୍ରଦେଶ ଭୋପାଲରେ ପହଞ୍ଚି ଛନ୍ତି ସ୍ମୃତି ଇରାନି । ରାହୁଲ ଗାନ୍ଧୀ ଟିଏସି ସହ ହାତ ମିଳାଇବାକୁ ନେଇ ସମାଲୋଚନା କରିଛନ୍ତି ସ୍ମୃତି । ସେ କହିଛନ୍ତି ରାଜ୍ୟରେ ଗଣତାନ୍ତ୍ରିକ ଅଧିକାର ପାଇଁ ଲୋକଙ୍କୁ ହତ୍ୟା କରାଯାଉଛି ।

ଗାନ୍ଧୀ ପରିବାର ମଧ୍ୟ ଟିଏମସି ଭଳି ନର ହତ୍ୟାକାରୀ ସହିତ ହାତ ମିଳାଉଛନ୍ତି। ସ୍ମୃତି ଇରାନୀ ପ୍ରଶ୍ନ କରିଛନ୍ତି ପଶ୍ଚିମବଙ୍ଗରେ ଯେଉଁମାନେ ଆତଙ୍କ ସୃଷ୍ଟି କରୁଛନ୍ତି ସେମାନଙ୍କ ସହ ଗାନ୍ଧୀ ପରିବାର ହାତ ମିଳାଇବା ଗ୍ରହଣୀୟ କି? ମୃତ୍ୟୁର ଏହି ଖେଳ ରାହୁଲ ଗାନ୍ଧୀଙ୍କ ପାଇଁ ଗ୍ରହଣୀୟ କି? ଏହାର ଜବାବ ରାଜ୍ୟର ଜନସାଧାରଣ ଦେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ