Masthead

ମାଓ ବଙ୍କର ଠାବ କଲେ ଯବାନ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଛତିଶଗଡ଼- ତେଲେଙ୍ଗାନା ସୀମାରେ ମାଓ ବଙ୍କର । ୫ ଦିନ ଧରି ସର୍ଚ୍ଚ ଅପରେସନ ବେଳେ ମାଓ ବଙ୍କର ଠାବ କଲେ ଯବାନ । ବଙ୍କରରେ ୩ଟି ରାସ୍ତା ଥିବା ବେଳେ ପାଣିର ସୁବିଧା ମଧ୍ୟ ରହିଛି । ତେବେ ଘଞ୍ଚ ଜଙ୍ଗଲରେ ଠାବ ହୋଇଛି ମାଓବାଦୀଙ୍କ ଗୁମ୍ଫା। ଗୁମ୍ଫା ଭିତରେ ପାନୀୟ ଜଳ ଓ ବିଶ୍ରାମ ନେବାର ବ୍ୟବସ୍ଥା ରହିଥିଲା ।

ଯବାନମାନେ ସେଠାରେ ପହଞ୍ଚିବା ବେଳେକୁ ସୂଚନା ପାଇ ମାଓବାଦୀମାନେ ଗୁମ୍ଫାରୁ ଖସି ପଳାଇଛନ୍ତି। ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଜୋରଦାର ଅପରେସନ ଚାଲିଛି । ୫ ଦିନ ଧରି କରିଗେଟା ଜଙ୍ଗଲକୁ ଘେରି ରଖିଛନ୍ତି ୧୦ ହଜାର ଯବାନ। ପ୍ରାୟ ୧୦୦୦ ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା କୁହାଯାଉଛି। ଅପରେସନରେ ବାୟୁସେନାର ହେଲିକପ୍ଟର ବି ସାମିଲ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ