Masthead

ଇରାନରେ ଭୟଙ୍କର ବିସ୍ଫୋରଣ; ୧୪ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନର ଏକ ପୋର୍ଟରେ ବିସ୍ଫୋରଣ; ୫୦୦ ଆହତ, ୧୪ ମୃତ । ଦକ୍ଷିଣ ଇରାନରେ ଥିବା ବନ୍ଦର ଆବାସର ରଜାଏଲ୍‌ ପୋର୍ଟରେ ବିସ୍ଫୋରଣ । ଏହି ବିସ୍ଫୋରଣ କ୍ଷେପଣାସ୍ତ୍ର ଇନ୍ଧନ ତିଆରି ପାଇଁ ବ୍ୟବହୃତ ରାସାୟନିକ ଉପାଦାନର ସହିତ ବୋଲି ଜଣାପଡ଼ିଛି। ଏହି ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୫୦ ଜଣ ଆହତ ହୋଇଥିଲେ। ବିସ୍ଫୋରଣର କିଛି ଘଣ୍ଟା ପରେ, ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ହେଲିକପ୍ଟର ଗୁଡ଼ିକ ପାଣି ଉପରୁ ପକାଉଥିବାର ଦେଖାଯାଇଥିଲା। ଶନିବାର ଦିନ ତେହେରାନର ଦ୍ରୁତ ବିସ୍ତାରିତ ପରମାଣୁ କାର୍ୟ୍ୟକ୍ରମ ଉପରେ ତୃତୀୟ ପର୍ୟ୍ୟାୟ ଆଲୋଚନା ପାଇଁ ଇରାନ ଏବଂ ଆମେରିକା ଓମାନରେ ଏକାଠି ହୋଇଥିବା ବେଳେ ସହିଦ ରାଜାଇ ବନ୍ଦରରେ ବିସ୍ଫୋରଣ ଘଟିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ