Masthead

ଇଏ ଜମି ନୁହେଁ ଗାଁ ରାସ୍ତା

ସୋନପୁର (ବଡ଼ ଖବର ବ୍ୟୁରୋ): ରାସ୍ତାରେ ତଳି ରୋଇଲେ ଗାଁ ଲୋକେ । ଗାଁକୁ ନାହିଁ ଠିକ ରାସ୍ତା । ଯେଉଁ ରାସ୍ତା ଅଛି ତାହାବି କାଦୁଅ ପଚପଚ । ଜମିର ଭ୍ରମ ସୃଷ୍ଟି କରୁଥିବା ଏହି ରାସ୍ତା ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡା ପଞ୍ଚୟତର ଡାଙ୍ଗପଡା ଓ ଜାଲପଡାକୁ ଯାଇଥିବା ରାସ୍ତା । ଏହି ଦୁଇପଡାରେ ରୁହନ୍ତି ପାଖାପାଖି ୧୫୦ଲୋକ ।

କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ ପକ୍କା ରାସ୍ତା । ଯାହାର ପ୍ରତିବାଦରେ ଆଜି ସ୍ଥାନୀୟ ମହିଳାମାନେ ରାସ୍ତାରେ ତଳିରୋଇ ପ୍ରତିବାଦ କରିଛନ୍ତି । ବାରମ୍ବାର ସରପଂଚ ସମିତିସଭ୍ୟଠୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଫଳ ନମିଳିବାରୁ ରାସ୍ତାରେ ଏଭଳି ତଳିରୋଇ ପ୍ରତିବାଦ କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ