Masthead

ଓଟିଟିରେ ଧମାଲ ମଚାଇବ ‘ସ୍ପାଇଡରମ୍ୟାନ; ଆକ୍ରସ ଦ ସ୍ପାଇଡର-ଭର୍ସ’

ଭୁବନେଶ୍ୱର (ବଡ ଖବର ବ୍ୟୁରୋ); ଦେଶ ବିଦେଶରେ ଦମଦାର କଲେକ୍ସନ କରିବା ପରେ ଫିଲ୍ମ ‘ସ୍ପାଇଡରମ୍ୟାନ; ଆକ୍ରସ ଦ ସ୍ପାଇଡର-ଭର୍ସ’ ଓଟିଟିରେ ନିଜର ଧମାଲ ମଚାଇବାକୁ ପ୍ରସ୍ତୁତ ହୋଇଛି । ନିକଟରେ ଜି୫ ଏହି ଫିଲ୍ମ ପ୍ରିମିୟରର ଘୋଷଣା କରିଛି । ୮ ଅଗଷ୍ଟ ୨୦୨୩ରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ ହେବ । ଏହି ଫିଲ୍ମଟି ନିଜର ଷ୍ଟୋରି ଲାଇନ ପ୍ରଶଂସକମାନଙ୍କ ମନ କିଣି ପାରିଛି । ଫିଲ୍ମର ଦମଦାର ଆନିମେସନ ଦର୍ଶକମାନଙ୍କୁ ଖୁବ ଆକର୍ଶିତ କରିଛି । ଜି୫ରେ ଏହାର ଷ୍ଟ୍ରିମିଂ ହେବା ସହ ୧୯୦ରୁ ଅଧିକ ଦେଶରେ ଏହା ଉପଲବ୍ଦ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା