Masthead

ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ); ଲାଲ ସାଗରରେ ଆମେରିକୀୟ ଟ୍ୟଙ୍କର ଉପରେ ଇରାନ ଦଖଲ କରିବା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଇରାନର ଏହି ପଦକ୍ଷେପର ଜବାବ ଦେବାକୁ ୩୦୦୦ରୁ ଉର୍ଦ୍ଧ ଆମେରିକୀୟ ନୌସେନା ଦୁଇ ଯୁଦ୍ଧପୋତରେ ଲାଲ ସାଗରରେ ପହଞ୍ଚିଛନ୍ତି । ଆମେରିକାର ନୌସେନାର କହିବା ମୁତାବିକ ଯେ ଦେଶର ନାଭିକ ଏବଂ ନୌସେନା ପୂର୍ବ ନିର୍ଦ୍ଧାରିତ ମୁତୟନ ଅନୁସାରେ ସୁଏଜ କେନାଲ ଦେଇ ଲାଲ ସାଗରରେ ପ୍ରବେଶ କରିଛି । ଇରାନ ମଧ୍ୟ ଧମକ ଦେଇଛି , ସେ ଆମେରିକାର ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ।

ଇରାନ ଲାଲ ସାଗରର ନିକଟବର୍ତ୍ତୀ ଅଂଚଳରେ ନିଜ ନୌସେନାକୁ ହାଇ ଆଲର୍ଟ କରିଛି । ଆମେରିକାର ନୌସେନାର ପଂଚମ ଜାହାଜର ମୁଖପାତ୍ର କହିଛନ୍ତି, ଆମେରିକୀୟ ନୌସେନାର ଯବାନ ଦୁଇଟି ଯୁଦ୍ଧପୋତରେ ଲାଲ ସାଗରରେ ପହଞ୍ଚିଛନ୍ତି । ଏହି ଦୁଇ ଯୁଦ୍ଧପୋତ ଏବଂ ୩୦୦୦ରୁ ଅଧିକ ନୌସନିକ ସେଠାରେ ପଂହଚିବା ପରେ ଲାଲ ସାଗରରେ ଆମେରିକାର ଶକ୍ତି ଦୃଢିଭୂତ ହୋଇଛି । ଇରାନ ଗତ ଦୁଇ ବର୍ଷରେ ଏହି କ୍ଷେତ୍ରରେ ପ୍ରାୟ ୨୦ ଅନ୍ତର୍ଜାତୀୟ ପତାକା ଥିବା ଜାହାଜକୁ ଜବତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼