Before Header

ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ ରୋହିତ ଦୁର୍ଗା

0 3

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ):ସାଧାରଣ ନିର୍ବାଚନ ପାଇଁ ଟିକେଟ କସରତ ଚାଲିଥିବାବେଳେ ଦଳଡିଆଁ ପର୍ବ ମଧ୍ୟ ଜାରିରହିଛି । ଏହାରି ମଧ୍ୟରେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ଦେଖାଯାଇଛି । ଗତ ୧୪ ବର୍ଷ ଧରି ବିଜେପି ଦଳ ଦୁର୍ଗା ଦଳକୁ ମଜବୁତ କରିବା ଏବଂ ଆନ୍ତରିକତାର ସହ ଜଡିତ ନେତା ରୋହିତ କୁମାର । ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିକେଟ୍ ନପାଇବାରୁ ସେ ଅସନ୍ତୋଷ ବ୍ୟକ୍ତ କରି ବିଜେପି ରୁ ପ୍ରାଥମିକ ସଦସ୍ୟତା ରୁ ଇସ୍ତଫା ଦେଇଛନ୍ତି ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସାମ୍ବାଦିକ ସମ୍ବିଳନୀ ରେ ଘୋଷଣା କରିଛନ୍ତି।

Leave A Reply

Your email address will not be published.