Masthead

ସଂଯୁକ୍ତାଙ୍କ ପାଇଁ ଗଲା କି ଶ୍ରୀକାନ୍ତଙ୍କ ପଦ?

ଭୁବନେଶ୍ୱର: ଅଚାନକ ମନ୍ତ୍ରିମଣ୍ଡଳରେ ଅଦଳବଦଳର ଖବର । ପ୍ରଥମେ ବାଚସ୍ପତି ପଦରୁ ଇସ୍ତଫା ଦେଲେ । ପରକୁ ପର ଦୁଇ ମନ୍ତ୍ରୀ ସମୀର ରଂଜନ ଦାଶ ଓ ଶ୍ରୀକାନ୍ତ ସାହୁ ମଧ୍ୟ ନିଜର ପଦରୁ ଇସ୍ତଫା ଦେଇଛନ୍ତି । ଏହି ଉଭୟଙ୍କ ଇସ୍ତଫା ପଛରେ ଦୁଇଠି କାରଣ କୁହାଯାଉଛି । ପ୍ରଥମେ ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ବିବାଦ ପରେ ଉପନିର୍ବାଚନରେ ବିଜେଡିର ପରାଜୟ, ବିଜେପିର ବିଜୟ ତାଙ୍କ ପଲ୍ଲାକୁ ଦୁର୍ବଳ କରିଛି । ତେଣୁ ମନ୍ତ୍ରୀ ପଦ ଛାଡ଼ି ସଂଗଠନରେ ସମୟ ଦେବାକୁ ତାଙ୍କୁ ବିଦାକରାଯାଇଥିବା କୁହାଯାଉଛି । ସେପଟେ ଶ୍ରୀକାନ୍ତଙ୍କ ଚୌକି ଯିବା ପଛରେ ତାଙ୍କରି ଦଳର ନେତ୍ରୀଙ୍କ ଅଭିଯୋଗ ମୁଖ୍ୟ କାରଣ ବୋଲି କୁହାଯାଉଛି । ବିଜେଡି ନେତ୍ରୀ ସଂଯୁକ୍ତା ମହଲା ତାଙ୍କ ବିରୋେଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମାମଲା ଥାନା ଯାଏଁ ଯାଇଛି । ମନ୍ତ୍ରୀଙ୍କ ବିରୋଧରେ କିନ୍ତୁ ଆକ୍ସନ ହୋଇ ନ ଥିଲା । ଏବେ ଶ୍ରୀକାନ୍ତଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା