Masthead

ଅତିକ ଓ ଅଶରଫ ହତ୍ୟା ପଛରେ ସୁନ୍ଦର ଭଟିର ହାତ!

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଅତିକ ଓ ଅଶରଫ ହତ୍ୟା ମାମଲା । ହତ୍ୟା ମାମଲା ପଛରେ ରହିଛି ମାଫିଆ ସୁନ୍ଦର ଭଟିର ହାତ । ଏହି ମାଫିଆ ଅତିକ ଏବଂ ଅଶରଫକୁ ହତ୍ୟା ପାଇଁ ସୁପାରି ଦେଇଥାଇପାରେ ବୋଲି କୁହାଯାଉଛି । ସୁନ୍ଦର ଭଟି ଗ୍ରେଟର ନୋଏଡାର ଗାଙ୍ଗୁଲା ଗାଁର ବାସିନ୍ଦା । କୁହାଯାଉଛି ଯେ, ସୁନ୍ଦର ଭଟିଙ୍କ ନିର୍ଦ୍ଦେଶରେ ଅତିକ୍-ଅଶରଫକୁ ହତ୍ୟା ପାଇଁ ଜିଗାନା ପିସ୍ତଲ ଦିଆଯାଇଥିଲା ।

ପାକିସ୍ତାନ ଦେଇ ଭାରତକୁ ଆସୁଥିବା ଏହି ଜିଗାନା ପିସ୍ତଲ ଅତିକ୍ ଏବଂ ତା’ ଭାଇ ଅଶରଫ ହତ୍ୟାରେ ବ୍ୟବହାର କରାଯାଇଥିଲା । ସେପଟେ ସୁନ୍ଦର ଭଟି ନାଁରେ ୬୨ ଟି ଅପରାଧିକ ମାମଲା ରହିଛି । କେବଳ ଏତିକି ନୁହେଁ ସୁନ୍ଦର ଭାଟି ରାଜନୀତିରେ ମଧ୍ୟ ଆସିବାକୁ ଚାହୁଁଥିଲା । କିନ୍ତୁ ସେ ସମୟରେ ନରେଶ ଭଟି ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ହୋଇଥିଲେ। ପରେ ସୁନ୍ଦର ନରେଶ ଭାଟିଙ୍କୁ ବି ହତ୍ୟା କରିଥିଲା ଏବଂ ଏହା ପରେ ସେ ବିଭିନ୍ନ ଅପରାଧର ଫାଶରେ ପଡ଼ି ଚାଲିଥିଲା। ପ୍ରଥମ ଥର ପାଇଁ ସୁନ୍ଦର ଭାଟିଙ୍କୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା