Masthead

ଆଜି ଆକାଶରେ ସୁପର ବ୍ଲୁ ମୁନ, ଖାଲି ଆଖିରେ ଦେଖି ହେବ ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଆକାଶରେ ବ୍ଲୁ ମୁନ । ୩୦ ଅଗଷ୍ଟରେ ଆକାଶରେ ଦେଖାଯିବ ବ୍ଲୁ ମୁନ । ଯାହାକୁ ସୁପର ବ୍ଲୁ ମୁନ ବୋଲି ମଧ୍ୟ କୁହାଯାଏ । ଅନ୍ୟ ଦିନମାନଙ୍କ ତୁଳନାରେ ଚନ୍ଦ୍ର ଅଧିକ ଉଜ୍ୱଳ ଓ ରଙ୍ଗରେ ନୀଳ ଦେଖାଯାଏ । ଭାରତରେ କିଛି କିଛି ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟ ରାତି ୮.୩୭ରେ ଦେଖାଯିବ । ସେହିପରି ଆଉ କିଛି ସ୍ଥାନରେ ରାତି ୯.୩୬ ମିନିଟରେ ଦେଖାଯିବ । ଏହି ବିରଳ ଦୃଶ୍ୟ ପ୍ରତି ୧୦ ବର୍ଷରେ ଥରେ ଆକାଶରେ ଦୃଶ୍ୟମାନ ହୋଇଥାଏ । ତେବେ ଏହି ମହାଜାଗତିକ ଦୃଶ୍ୟ ୨୦୩୭ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ ନାହିଁ । ରାକ୍ଷୀ ପୂର୍ଣ୍ଣିମାରେ ସୁପର ବ୍ଲୁ ମୁନ ଦେଖାଯିବ । ଯାହା ଏକ ସ୍ୱତନ୍ତ୍ର ଦିନ । ତେବେ ଏହି ଦୃଶ୍ୟକୁ ଲୋକେ ଖାଲି ଆଖିରେ ଦେଖିପାରିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ