Masthead

ଜାଣନ୍ତୁ ଅମିତାଭଙ୍କୁ କିଏ ମାରିଥିଲେ ଶକ୍ତ ଚାପୁଡା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡର ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନ ଆଜି ତାଙ୍କର ୮୩ ତମ ଜନ୍ମଦିନ ପାଳନ କରିଛନ୍ତି। ସାଠିଏ ଦଶକରେ ସେ ଚମତ୍କାର ଅଭିନୟ ଏବଂ ନୃତ୍ୟ ପାଇଁ ଜଣାଶୁଣା ଥିଲେ । ୱାହିଦା ରେହମାନ ୩ ଫେବୃଆରୀ ୧୯୩୮ ରେ ତାମିଲନାଡୁର ଚେଙ୍ଗାଲପାଟ୍ଟୁରେ ଜନ୍ମଗ୍ରହଣ କରିଥିଲେ। ସେ ତେଲୁଗୁ ସିନେମାରୁ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଏକ ସମୟ ଥିଲା ଯେତେବେଳେ ୱାହିଦା ରେହମାନ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ।

ୱାହିଦା ରେହମାନ କପିଲ ଶର୍ମାଙ୍କ ସୋ’ ରେ ଅନେକ କାହାଣୀ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଅମିତାଭଙ୍କୁ ଚାପୁଡା ମାରିବା କଥା କହିଥିଲେ । ‘ରେଶମା ଅର ଶେରା’ ସୁଟିଂ ଚାଲିଥିବାବେଳେ ଅମିତାଭଙ୍କୁ ଚାପୁଡା ମାରିବାକୁ କୁହାଯାଇଥିଲା। ସୁଟିଂ ସମୟରେ ମୁଁ ଅମିତାଭଙ୍କୁ ଥଟ୍ଟାରେ ଚାପୁଡା ମାରିବା କଥା କହିଥିଲି କିନ୍ତୁ ସତରେ ମୁଁ ତାଙ୍କୁ ଶକ୍ତ ଚାପୁଡ଼ାଟେ ମାରିଦେଇଥିଲି । ସୁଟିଂ ଶେଷହେବା ପରେ ଅମିତାଭ ମୋ ପାଖକୁ ଆସି କହିଥିଲେ ୱାହିଦା ଜୀ ବହୁତ ଭଲ ହେଲା । ଯାହା ପରେ ମୁଁ ତାଙ୍କୁ କ୍ଷମା ମାଗିଥିଲି । ତେବେ ସେହି ବର୍ଷ ଫିଲ୍ମ ‘ରେଶମା ଅର ଶେରା’ ଜାତୀୟ ପୁରସ୍କାର ପାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା