Masthead

ସିକିମରୁ ଆସିଲା ” ବଡ଼ ଖବର “କୁ ସହାୟତା

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ବଡ଼ ଖବର ର ବଡ଼ ଅଭିଯାନ ହେଲ୍ପ “ବଡ଼ ଖବର ରେ ଏବେ ଖାଲି ଆମ ରାଜ୍ୟ ନୁହେଁ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଭାଇମାନେବି ସାମିଲି ହୋଇଛନ୍ତି। ଓଡ଼ଶାର ସ୍ବଭିମାନ ଓ ଓଡ଼ିଆଙ୍କ ହକ୍ ପାଇ କହୁଥିବା ବଡ଼ ଖବରକୁ ଏବେ ସିକିମରେ ରହୁଥିବା ଓଡ଼ିଆ ଭାଇଜଣେ ବଢାଇଛନ୍ତି ସହାୟତାର ହାତ । ଯାଜପୁର ଜିଲ୍ଲା ସୁକିନ୍ଦା ବନ୍ଧଗାଁ ଅଂଚଳରୁ ସିକିମରେ ଏକ ମେଡିସିନ୍ କମ୍ପାନୀରେ ଚାକିରି କରିଥିବା ଅଭିଳାଶ ମହାନ୍ତ “ବଡ଼ ଖବର”କୁ ବଢାଇଛନ୍ତି ସହାୟତାର ହାତ ।

କିଛି ଦିନ ତଳେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଧାମ ପୁରୀ ବଡ଼ଦାଣ୍ତରେ “ବଡ଼ ଖବର” ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ପହଞ୍ଚି ଲୋକଙ୍କ ଚ୍ୟାନେଲ୍ “ବଡ଼ ଖବର” ଚାଲିବାକୁ ଲୋକଙ୍କ ସହାୟତା ମାଗିଥିଲେ । ଯେହେତୁ ବଡ଼ ଖବର” ଲୋକଙ୍କ ଚ୍ୟାନେଲ ଏହା ପଛରେ କୌଣସି ପଇସା ବାଲା ନାହାନ୍ତି । ଏହାର ଚାଲିବା ଦାୟତ୍ବ ଲୋକ ମାନଙ୍କର ବୋଲି ” ବଡ଼ ଖବର “ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ