Masthead

କାବୁଲର ନିକଟତର ହେଉଛି ତାଲିବାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଗମ୍ଭୀର ହେଉଛି ଆଫଗାନ ସ୍ଥିତି । ପୂର୍ବରୁ ଅଞ୍ଚଳ ଦଖଲ କରିବା ପାଇଁ ଯୁଦ୍ଧ କରିବାକୁ ପଡୁଥିବା ବେଳେ ଏବେ ବିନା ଯୁଦ୍ଧରେ ଆଫଗାନର ପ୍ରଦେଶକୁ ଦଖଲକୁ ନେବାରେ ଲାଗିଛି ତାଲିବାନ । ଆଜି ବିନା ଯୁଦ୍ଧରେ ଆଫଗାନିସ୍ତାନର ପୂର୍ବ ଜାଲାଲାବାଦକୁ ଦଖଲକୁ ନେଇଛି ।

ବର୍ତ୍ତମାନ କାବୁଲକୁ ଖୁବଶୀଘ୍ର ତାଲିବାନ ନିଜ ଦଖଲକୁ ନେବାକୁ ପ୍ରଚେଷ୍ଟା ଚଳାଇଛି । ୧୯ଟି ପ୍ରଦେଶ ଦଖଲ କରି ସେଠାରେ ନିଜର ଶାସନ ଲାଗୁ କରିଥିବା ତାଲିବାନ ଆଜି ରାତିରୁ ରାଜଧାନୀ କାବୁଲ ଦଖଲ ପ୍ରକ୍ରିୟା ଜାରି ରଖିଛି । ଏହାରି ଭିତରେ ନିଜ ଦେଶର ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମେରିକା ଅଧିକ ସୈନ୍ୟ ଆଫଗାନିସ୍ତାନକୁ ପଠାଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା