Masthead

କେଉଁ ସଚିବ କେଉଁ ବିଭାଗରେ କାର୍ଯ୍ୟ କରିବେ ସେ ନିଷ୍ପତି ସରକାରଙ୍କର: ତାରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ବିଧାୟକ ଦଳ ନେତା ଚୟନକୁ ନେଇ କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । କହିଛନ୍ତି ବିଧାନସଭା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ଚୟନ ହୋଇଯିବ । ଏଆଇସିସି ଯାହା ନିଷ୍ପତି ନେବେ ସମସ୍ତ କଂଗ୍ରେସ ନେତା ତାଙ୍କୁ ମାନିବେ । କଂଗ୍ରେସର କେନ୍ଦ୍ରୀୟ ନେତା ଏବଂ ରାଜ୍ୟର ବରିଷ୍ଠ ନେତା ଆଲୋଚନା କାରି ସମସ୍ତ ନିଷ୍ପତ୍ତି ନେବେ । ରାଜ୍ୟବାସୀଙ୍କ ହିତ ଦୃଷ୍ଟିରେ ରଖି କଂଗ୍ରେସ ନିଷ୍ପତି ନେବ । ଖାଲି ସେତିକି ନୁହେଁ କେଉଁ ସଚିବ କେଉଁ ବିଭାଗରେ କାର୍ଯ୍ୟ କରିବେ ସେ ନିଷ୍ପତି ସରକାର ନେବେ, କିନ୍ତୁ ସରକାରୀ କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି ତାରା ।

ସେ କହିଛନ୍ତି ଅଫିସର ଯେଉଁ ବିଭାଗ ଯିବେ ସେଠାରେ କାର୍ଯ୍ୟ କରିବେ । ଯେଉଁମାନେ ଅଧିକ ଦୁର୍ନୀତି ଗସ୍ତ ଅଫିସର ସେମାନଙ୍କୁ ଭଲ ବିଭାଗର ଦାୟିତ୍ୱ ଦେଇଛନ୍ତି ସରକାର । ସେପଟେ ଡାକ୍ତର ନିଯୁକ୍ତି ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି । କହିଛନ୍ତି ଡାକ୍ତରମାନଙ୍କ ନିଯୁକ୍ତି ପ୍ରସଙ୍ଗରେ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି । ବିଜେଡି ୨୪ ବର୍ଷ ସରକାରରେ ରହିଲା । ଏବେ ବିଜେପି ସରକାର ରହିଛି । ଉଭୟ ଦଳ ଡାକ୍ତର ନିଯୁକ୍ତି କ୍ଷତ୍ରରେ ଅବହେଳା କରିଛନ୍ତି ବୋଲି କହିଛନ୍ତି ତାରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା