Masthead

ଟାଟା ପାୱାର ଦାଦାଗିରି, ଲୋକଙ୍କୁ ମାଗୁଛନ୍ତି ଲାଞ୍ଚ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଟାଟା ପାୱାର କର୍ମଚାରୀଙ୍କ ଦାଦାଗିରି । ବିଦ୍ୟୁତ ଉପଭୋକ୍ତାଙ୍କୁ ମାଗୁଛନ୍ତି ଲାଞ୍ଚ । ଯାହାକୁ ନେଇ ଟାଟା କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ଗ୍ରାମରେ । ଟାଟା କର୍ମଚାରୀ ବିଭିନ୍ନ ଉପଭୋକ୍ତାଙ୍କ ଘରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ମାଗୁଛନ୍ତି ଲାଞ୍ଚ ।

ଯାହାକୁ ନେଇ ଗ୍ରାମବାସୀ ଏକତ୍ର ହୋଇ ଟାଟା ଅଫିସରଙ୍କୁ ଜବାବ ମାଗିବାରୁ ପ୍ରତିଉତ୍ତର ନ ଦେଇ ଛାଡି ପଳାଇ ଯାଇଛନ୍ତି । ଏମିତି ସାଧାରଣ ଲୋକଙ୍କ ଘରେ ବହୁଦିନ ହେଲା ବିଦ୍ୟୁତ କାଟି ଦେଇଛନ୍ତି ଯାହାକୁ ନେଇ ଉପଭୋକ୍ତା ମଧ୍ୟରେ ବଢୁଛି ଅସନ୍ତୋଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା