Masthead

ଓଡ଼ିଆଙ୍କ ମୁଣ୍ଡରେ ମିସ ଇଣ୍ଡିଆ ମୁକୁଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମିସ ଇଣ୍ଡିଆ ଚାରମିଙ୍ଗ୍ ଫେସ-୨୦୨୧ ହେଲେ ଦୁଇ ଓଡ଼ିଆ ଝିଅ । ପୁରୀ ଜିଲ୍ଲା ନିମାପଡ଼ାର ଝିଅ ସ୍ମୃତିରେଖା ଖୁଣ୍ଟିଆ ମିସ ଇଣ୍ଡିଆ ଟୁରିଜିମ-୨୦୨୧ ହୋଇଥିବା ବେଳେ ପୁରୀର ଲକ୍ଷ୍ମୀପ୍ରିୟା ତ୍ରିପାଠୀ ମିସେସ ଇଣ୍ଡିଆ ଆର୍ଥ ବିଜୟୀ ହୋଇଛନ୍ତି । କୋଭିଡ଼ ପାଇଁ ଭର୍ଚୁଆଲ ମାଧ୍ୟମରେ ଏହି ପ୍ରତିଯୋଗିତା ପାଇଁ ଅଡିସନ ହୋଇଥିଲା । ଏଥିରେ ଭାରତର ବିଭିନ୍ନ ଜୋନରୁ ପ୍ରାୟ ୨୦ଜଣ ପ୍ରତିଯୋଗି ଭାଗ ନେଇଥିଲେ ।

ରାଜସ୍ଥାନର ଜୟପରୁରେ ଏହାର ଫାଇନାଲ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ମୃତିରେଖା ଓ ଲକ୍ଷ୍ମୀପ୍ରିୟା ମିସ ଓ ମିସେସ ଇଣ୍ଡିଆ ଟାଇଟଲ ହାତେଇଥିଲେ । ଏହା ସହ ଓଡ଼ିଆ ଝିଅ ସୁନନ୍ଦା ପ୍ରିୟଦର୍ଶନୀ ମଲ୍ଲିକ ମିସ ଇଣ୍ଡିଆ ଟୁରିଜିମର ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ମୋନାଲିସା ପତି ମିସ ଇଣ୍ଡିଆ ୱାଲର୍ଡରେ ଦ୍ୱିତିୟ ରନର୍ସଅପ୍ ହୋଇଛନ୍ତି । ଆଜି ସମସ୍ତ ଟାଇଟଲ ଧାରି ଭୁବନେଶ୍ୱରରେ ପହଁଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ