ଅଭିଯୋଗ କଲେ ମିଳୁଛି ଧମକ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ମାନବବାଦ ସଙ୍ଗଠନର ଅସଲ ଚେହେରା ସାମ୍ନାକୁ ଆସିଛି । ଅଭିଯୋଗ କରିଲେ ଖୋଲାଖୋଲି ଧମକ ମିଳୁଛି । ତାହା ପୁଣି କ୍ୟାମେରା ସାମ୍ନାରେ । ଦିନକୁ ଦିନ ବିବାଦରେ ଛନ୍ଦି ହୋଇ ପଡ଼ୁଛି ମାନବ ବାଦ ସଙ୍ଗଠନ । ଡାଳତୋଳା ନିଆମୁହାଁ ଗାଁ ଉପରସାହିର ହରିଜନ ପରିବାର ସଙ୍ଗଠନ ଦ୍ୱାରା ନିର୍ୟ୍ୟାତନାର ଶିକାର ହୋଇ ନିଜ ଭିଟାମାଟି ଛାଡ଼ି ଦୀର୍ଘ ୮ବର୍ଷ ହେବ ଛଣିଆ ଗାଁ ଛକରେ ରହିଛନ୍ତି ।

ସଙ୍ଗଠନରେ ସାମିଲ ନହେବା, ଗୁରୁଜୀଙ୍କ ନିୟମଲକୁ ନମାନିବାରୁ ଗାଁରୁ ତବା ଖାଇ ବାହାରେ ରହିଛନ୍ତି ରମେଶ ନାୟକ,ସାଧୁ ନାୟକ,ଡମ୍ବରୁ ପ୍ରଧାନ,ଯୋଗୀ ପ୍ରଧାନ,ସର୍ବେଶ୍ୱର ପ୍ରଧାନ ଏବଂ ଭିମ ପ୍ରଧାନଙ୍କ ପରିବାର । ଗଣମାଧ୍ୟମ ଆଗରେ ପରିବାର ଲୋକେ ନିଜ ଦୁଃଖ ବଖାଣୁଥିବା ବେଳେ ସଙ୍ଗଠନର କର୍ମକର୍ତ୍ତାମାନେ ଆସି ପାଟିତୁଣ୍ଡ କରି ଗୁରୁଜିଙ୍କ ନାଁରେ କଣ ପାଇଁ ଅପପ୍ରଚାର କରୁଚ ବୋଲି କହିବା ସହ ଖୋଲାଖୋଲି ଧମକ ଦେଇଛନ୍ତି । ଏହି ମାନବବାଦ ସଂଗଠନ ର ଆଇନ ଅନୁସାରେ ଯିଏ ନଜୀବ ଏଭଳି କଷ୍ଟ ଭୋଗିବାକୁ ପଡେ ବୋଲି କହିଛନ୍ତି ପୀଡିତ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’