Masthead

ଅପରେସନ ଅଧାରୁ ଡାକ୍ତର ଛୁ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଅପରେସନ୍ ପାଇଁ ପେଟ କାଟିଲେ କିନ୍ତୁ ଅପରେସନ୍ ଅଧାରୁ ରୋଗୀକୁ ଛାଡ଼ି ପଳାଇଗଲେ ଡ଼ାକ୍ତର । ଏଭଳି ଅଭାନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ । ବାଲେଶ୍ଵର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ବିରୁଦ୍ଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ବାଲେଶ୍ୱର କୁରୁଡ଼ା ଅଞ୍ଚଳର ଗୀତାଞ୍ଜଳୀ ବିଶ୍ୱାଳଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜୟଶ୍ରୀ ହେଲଥ କେୟାର ଭର୍ତ୍ତି କରାଯାଇଥିଲା ।

ଗୀତାଞ୍ଜଳୀଙ୍କ ୟୁଟ୍ରୋସ ବାହାର କରିବାକୁ ପରାମର୍ଶ ଦେଇଥିଲେ ଡ଼ାକ୍ତର । ଡାକ୍ତର ଅନୁପ ଘୋଷ ଅସ୍ତ୍ରୋପଚାର କରିବାକୁ ଯାଇ ଅପରେସନ୍‌ ଅଧାରୁ ଗୀତାଞ୍ଜଳୀଙ୍କୁ ଛାଡି ପଳାଇଥିଲେ । ସେପଟେ ଡାକ୍ତର ଓ ନର୍ସିଂ ହୋମ୍ ମାଲିକଙ୍କ ଏଭଳି ଦାୟିତ୍ଵହୀନ କାର୍ୟ୍ୟକୁ ନେଇ ହସ୍ପିଟାଲ ସାମ୍ନାରେ ଉତ୍ତେଜନା ଲାଗିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ