Masthead

ହ୍ୱାଟସଆପ୍ ର ଗୁରୁତ୍ୱପୂର୍ଣ୍ଣ ନୋଟିଫିକେସନ!

କ’ଣ ରହିଛି ନୋଟିଫିକେସନ ପଛରେ ସତ୍ୟତା, ଜାଣନ୍ତୁ..

ବର୍ତ୍ତମାନ ସମସ୍ତ ହ୍ୱାଟସଆପ ୟୁଜରଙ୍କୁ କମ୍ପାନୀ ଏକ ଅପଡେଟ ନୋଟିଫିକେସନ ପଠାଇଛି । ଯେଉଁଥିରେ ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଆସିଛି । ଆପ ଅପଡେଟ ପାଇଁ ଏହି ନୋଟିଫିକେସନ ପଠାଯାଇଛି । ଯଦି ଏଥିପାଇଁ ଆପଣ allow ନକରିବେ ତାହେଲେ ଫେବୃଆରୀ ୮ ପରେ ହ୍ୱାଟସଆପକୁ ବ୍ୟବହାର କରିପାରିବେ ନାହିଁ ।

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ କହିବାନୁଯାୟୀ, ମେସେଞ୍ଜର ଚାଟ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ମିଶ୍ରଣ ପାଇଁ କମ୍ପାନୀ କାମ କରୁଛି। ଏହାଦ୍ୱାରା ସେମାନଙ୍କୁ କାମ କରିବାକୁ ସୁବିଧା ସହିତ ୟୁଜରଙ୍କୁ ମଧ୍ୟ ଲାଭ ହେବ। ଅପଡେଟ୍ ନୋଟିଫିକେସନରେ ଡାଟା ଶେୟାର ହେବ ବୋଲି କୁହାଯାଇଛି। ହ୍ୱାଟସଆପର ମୂଳ କମ୍ପାନୀ ଫେସବୁକ, ଇନଷ୍ଟାଗ୍ରାମ ସହିତ ଡାଟା ଶେୟାର ହେବ ବୋଲି କୁହାଯାଇଛି। ହେଲେ ଏହାକୁ କମ୍ପାନୀ ଖଣ୍ଡନ କରିଛି।  ଯେଉଁଭଳି ଏନକ୍ରିପଟେଡ ଥିଲା ସେହି ଭଳି ରହିବ।

ହ୍ୱାଟସଆପ ମୋବାଇଲ୍ କିମ୍ୱା କମ୍ପ୍ୟୁଟରରେ ଖୋଲିବା ପରେ ଆଇପି ଠିକଣା, ମୋବାଇଲ ହ୍ୟାଣ୍ଡସେଟ୍, ହ୍ୱାଟସଆପ୍ ଲାଇଭ ଲୋକେସନ, ହ୍ୱାଟସଆପ ପେରେ ବ୍ୟବହାର ହୋଇଥିବା ଏଟିଏମ ବା କ୍ରେଡିଟ୍ କାର୍ଡ ନମ୍ୱର ହ୍ୱାଟସଆପ୍, ଫେସବୁକ ଓ ଇନଷ୍ଟା ମଧ୍ୟରେ ଇଣ୍ଟରନାଲ ଶେୟାରିଂ ହେବ। ପାସଓ୍ୱାର୍ଡ ଶେୟାର ହୋଇପାରିବନି ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧