Before Header

ଇସ୍ରାଏଲରୁ ଫେରିଲେ ଆଉ ୨୭୪ ଭାରତୀୟ

0 28

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ଅପରେସନ ଅଜୟ । ସ୍ୱଦେଶ ଫେରିଲେ ଆଉ ୨୭୪ ଭାରତୀୟ । ଚତୁର୍ଥ ବ୍ୟାଚରେ ୨୭୪ ଭାରତୀୟ ସ୍ୱଦେଶ ଫେରିଛନ୍ତି । ମୋଟ ୯୧୯ ଜଣ ଇସ୍ରାଏଲରୁ ଫେରିଲେଣି । ତୃତୀୟ ପର୍ଯ୍ୟାୟରେ ଫେରିଥିଲେ ୧୯୭ ଇଣ୍ଡିଆନ୍ସ । ଇସ୍ରାଏଲରେ ଫସିଛନ୍ତି ୧୮ ହଜାର ଭାରତୀୟ ।

Leave A Reply

Your email address will not be published.