Masthead

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ସୋର (ବଡ଼ ଖବର ବ୍ୟୁରୋ):   ନୃଶଂସ ସ୍ୱାମୀର ବର୍ବରକାଣ୍ଡ । କୁରାଢୀ ବେଣ୍ଟରେ ପିଟି ସ୍ତ୍ରୀକୁ କଲା ହତ୍ୟା । ଏଭଳି ଅଭବାନୀୟ ଘଟଣା ଘଟିଛି ଔପଦା ଥାନା ଫତେପୁର ପଂଚାୟତ ପାଇକପଡ଼ା ଗ୍ରାମର ସିଂହ ସାହିରେ । ମୃତକ ହେଲେ ଶର୍ମିଳା ସିଂ । ଘରୋଇ କଳିକୁ ନେଇ ହତ୍ୟା ହୋଇଥିବା ଜଣାପଡ଼ିଛି । ସ୍ୱାମୀ ରାମଚନ୍ଦ୍ର ଅପରାହ୍ନରେ ଘରକୁ ଫେରିଥିଲେ।

କୌଣସି କାରଣକୁ ନେଇ ସ୍ତ୍ରୀ ସହିତ କଳି ଲାଗିବାରୁ ରାମଚନ୍ଦ୍ର ରାଗିଯାଇ ଏକ ସାବଳରେ ଆକ୍ରମଣ କରିଥିଲେ । ଦୁଇ ପୁଅ ଶାବଳକୁ ଛଡ଼ାଇ ନେଇଥିଲେ । ପରେ ପୁଅ ନଥିବାର ସୁଯୋଗ ନେଇ ରାମଚନ୍ଦ୍ର ବେଣ୍ଟ ରୁ କୁରାଢ଼ି କାଢି ଖାଲି ବେଣ୍ଟରେ ସ୍ତ୍ରୀ ର ମଥାକୁ ପିଟିବାରୁ ଘଟଣାସ୍ଥଳରେ ଶର୍ମିଳାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଜବତ କରି ରାମ ସିଂଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା