Masthead

ହ୍ୱାଟ୍ସଆପରେ ସାର୍ଟିଫିକେଟ କିପରି କରିବେ ଡାଉନଲୋଡ..ଜାଣନ୍ତୁ

ହ୍ୱାଟ୍ସଆପରେ ସାର୍ଟିଫିକେଟ କିପରି କରିବେ ଡାଉନଲୋଡ..ଜାଣନ୍ତୁ

  1. ପ୍ରଥମେ ନିଜ ମୋବାଇଲରେ whatsapp ନମ୍ବର 7710058192 କୁ save କରିବାକୁ ହେବ
  2. ଏହା ପରେ ସେହି whatsapp ନମ୍ବରକୁ Hi କିମ୍ବା BSE ଲେଖି ମେସେଜ କରିବାକୁ ହେବ
  3. ଏହାପରେ ସେଥିରେ ତିନୋଟି option AHSC,MADHYAMA,SOSC(1st) ଥିବ … ସେଥି ଭିତରୁ ପ୍ରଥମ AHSC କୁ selection କରି click କରିବାକୁ ହେବ
  4. ଏହାପରେ AHSC 2024 ରେ click କରିବାକୁ ହେବ
  5. ଏହା ପରେ ନିଜର ଦଶମ ପରୀକ୍ଷା ଦେଇଥିବା Roll no କୁ ଏଣ୍ଟ୍ରି କରିବାକୁ ହେବ
  6. Roll no ର ଏଣ୍ଟ୍ରି ସରିବା ପରେ ନିଜର ଜନ୍ମ ତାରିଖ ( Date of Birth) ଯାହା ଆଡମିଟ କାର୍ଡରେ ହିଁ ଅଛି ଏଣ୍ଟ୍ରି କରିବାକୁ ହେବ
  7. ଏହା ପରେ ମୋବାଇଲ ନମ୍ବର ଏଣ୍ଟ୍ରି କରିବାକୁ ହେବ ଆଉ ମୋବଇଲ ନମ୍ବର ଦେଇସାରିଲା ପରେ ମୋବାଇଲକୁ ଗୋଟିଏ OTP ଆସିବ
  8. OTP ଆସି ସାରିଲା ପରେ ତାହାକୁ ଦେଇଥିବା ଖାଲି ଜାଗାରେ ପୂରଣ କରି ଏଣ୍ଟ୍ରି କରେଇଦେଲେ ସାଙ୍ଗେ ସାଙ୍ଗେ ଡିଜିଟାଲ PDF ସାର୍ଟିଫିକେଟ ଆସିଯିବ
  1. ଫଳାଫଳ ବାହାରିବାର ପ୍ରଥମ ସପ୍ତାହ ( ସାତ ଦିନ ) ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାଗଣାରେ Digital certificate download କରିପାରିବେ ପରବର୍ତ୍ତୀ ସମୟରେ ଫଳାଫଳ ପାଇଁ ପାଇଁ ଆବେଦନ ଚାର୍ଜ (ଟଙ୍କା) ପୈଠ କରିବାକୁ ପଡିବ
  2. Digital certificate ପାଇଲା ପରେ A4 ସାଇଜରେ କୌଣସି ଜେରକ୍ସ ଦୋକାନରେ ପ୍ରିଣ୍ଟ ବାହାର କରିପାରିବେ
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି