Masthead

ଦଳୀୟ ରଣନୀତି ଏବେ ପଞ୍ଚାୟତ ମୁହାଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି, କଂଗ୍ରେସ ଏବଂ ବିଜେଡି । ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ କରିଦେଲେଣି କସରତ । ଦଳୀୟ ରଣନୀତି ଏବେ ପଞ୍ଚାୟତ ମୁହାଁ । ବିଜେଡି ପଞ୍ଚାୟତ ସ୍ତରୁରୁ ଦଳୀୟ ସଙ୍ଗଠନ ମଜବୁତ ପାଇଁ ରଣନୀତି ପ୍ରସ୍ତୁତ କରୁଥିବାବେଳେ । କଂଗ୍ରେସ କାଳେ ପଛରେ ପଡିଯିବ । ସେଥିପାଇଁ ଦଳୀୟ ନେତା କରୁଛନ୍ତି ଘନ ଘଡ଼ ବୈଠକ । ଏପରି ସମୟରେ ବିଜେପି ଦୁଇ ଆଗକୁ ବଢି ଦଳର ପଞ୍ଚାୟତି ରାଜ କମିଟିର ଦୁଇ ଦିନିଆ ବୈଠକ ବସିଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ଯେଭଳି ଢଙ୍ଗରେ ଶାସକ ବିଜୁ ଜନତା ଦଳକୁ ଚେକ ଦେଇଥିଲା । ତାକୁ ନେଇ ଆରମ୍ଭ କରି ଦେଇଛି ବ୍ଲୁ ପ୍ରିଣ୍ଟ । ଦଳ ବୁଥ ସ୍ତରରେ ଆଗୁଆ କମିଟି ଗଢି ନିର୍ବଚନୀ ମଇଦାନକୁ ଅହ୍ଲାଇବା ପାଇଁ ରଣନୀତି କରିଛି ।

ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ବି ଆରମ୍ଭ କରି ଦେଇଛି ପ୍ରସ୍ତୁତି । ବିଜେପି ଯେଉଁ ଷ୍ଟାର୍ଟେଜି କରୁଛି । ସମାନ ଢଙ୍ଗରେ କଂଗ୍ରେସ ବି ସେଇ ରଣନୀତି କରୁଛି । ୱାର୍ଡ, ପଞ୍ଚାୟତ, ବ୍ଲକ ସ୍ତରରେ କମିଟି ଗଠନ କରି କ୍ୟମ୍ପେନ ଆରମ୍ଭ କରିଛି ପିସିସି । ପଞ୍ଚାୟତ ନିର୍ବାଚନ ପାଇଁ ଜୋର ଧରିଛି ଦଳୀୟ ରାଜନୀତି । ଯାହାକୁ ବିଜେଡି, କଂଗ୍ରେସ ଏବଂ ବିଜେପିର ବରିଷ୍ଠ ନେତା କରୁଛନ୍ତି ଘନ ଘନ ବୈଠକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା