Masthead

ସାମ୍ବାଦିକଙ୍କୁ ଆକ୍ରମଣ କଲେ ପୋଲିସ

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ): ସାମ୍ବାଦିକଙ୍କୁ ଆକ୍ରମଣ କଲେ ପୋଲିସ । ଫଟୋ ଉତ୍ତୋଳନ କରିବାରୁ ଆକ୍ରମଣ । କେନ୍ଦ୍ରାପଡ଼ାର ଜଣେ ସାମ୍ବାଦିକଙ୍କୁ ମହିଳା ରିଜର୍ଭ କନେଷ୍ଟବଳ ମାଡ଼ ମାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଏସିପିଙ୍କ ଅଫିସ ଆଗରେ ବିନା ମାକ୍ସରେ ଡିଉଟି କରୁଥିଲେ ମହିଳା କନେଷ୍ଟବଳ । ଏସ.ପି ଅଫିସ ଆଗରେ ଜିଲ୍ଲା ବିଜେପିର ବିକ୍ଷୋଭ ଚାଲୁଥିବା ସମୟରେ ଏହି ଘଟଣା । ବିନା ମାକ୍ସରେ ଡିଉଟି କରୁଥିବା ଦେଖି ସାମ୍ବାଦିକ ଜଣକ ଫଟୋ ଉତ୍ତାଳନ କରିଥିଲେ ।

ସରକାରଙ୍କ କୋଭିଡ ଗାଇଡ ଲାଇନକୁ ବେଖାତିର କରୁଥିବା ନେଇ ସାମ୍ବାଦିକ ଫଟୋ ଉଠାଇଥିଲେ । ତେବେ ଏହା ଦେଖି ଉକ୍ତ ମହିଳା କନେଷ୍ଟବଳ ରାଗି ଯାଇ ଲୋକଙ୍କ ଆଗରେ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଚାପୁଡା ପରେ ଚାପୁଡ଼ା ମାରି ଚଳିଥିଲେ଼ । ହେଲେ ଏସବୁକୁ ଦେଖି ମଧ୍ୟ ବିଜେପି କର୍ମୀ ଚୁପ ରହିଥିଲେ। ଯାହାକୁ ନେଇ ସାଧାରଣ ଲୋକ ମାନେ ନିନ୍ଦା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା