Masthead

ରାମ ସେତୁ ମନୁଷ୍ୟକୃତ ନା ପ୍ରାକୃତିକ

ନୂଆଦିଲ୍ଲୀ (ବଡ଼ ଖବର): ରାମସେତୁ ପ୍ରତିଟି ହିନ୍ଦୁଙ୍କ ଧର୍ମ ଭାବନାର ଏକ ଚର୍ଚ୍ଚିତ ନାମ । ଏହାକୁ ନେଇ ବହୁ ବାଦ ବିବାଦ ମୁଣ୍ଡ ଟେକିଛି । ତଥାପି ଅଥଳ ସମୁଦ୍ରରେ ସେତୁର ସତା ହିନ୍ଦୁଙ୍କ ଭାବଧାରାର ଶୁଭ ସଙ୍କେତ ବୋଲି କୁହାଯାଉଛି । ଭାରତ ଓ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ରାମସେତୁ ମନୁଷ୍ୟକୃତ ନା ପ୍ରାକୃତିକ ତାକୁ ନେଇ ମଧ୍ୟ ବିତର୍କର ଆବଶ୍ୟକତା ରହିଛି । ବୈଜ୍ଞାନିକମାନେ ଏହାକୁ ମନୁଷ୍ୟକୃତ ବୋଲି କହିଛନ୍ତି ।

ପ୍ରାଚୀନ ହିନ୍ଦୁ ପୁରାଣ ରାମାୟଣ ଆଧାରରେ ଏହି ସେତୁକୁ ପ୍ରଭୁ ଶ୍ରୀରାମ ତିଆରି କରିଥାଇ ପାରନ୍ତି । ଭାରତର ରାମେଶ୍ୱର ନିକଟ କମ୍ବନ ଦୀପ ଓ ଶ୍ରୀଲଙ୍କାର ମାନା ଦୀପ ମଧ୍ୟରେ ସଂଯୋଗ କରୁଛି ଏହି ସେତୁ । ୫୦ କିଲୋମିଟର ଲମ୍ବର ଏହି ସେତୁରେ ୭ହଜାର ବର୍ଷର ପୁରୁଣା ପଥର ବ୍ୟବହାର କରାଯାଇଛି । ଆଉ ବାଲିବନ୍ଧଟି ୪ହଜାର ବର୍ଷର ପୁରୁଣା । ଆମେରିକାର ସ୍ପେସ ଏଜେନ୍ସି ନାସା ଏକ ଫଟୋ ଜାରି କରିଥିଲା । ନାସା ତାର ରିପୋର୍ଟରେ ଉଲ୍ଲେଖ କରିଥିଲା ରାମସେତୁ ମନୁଷ୍ୟକୃତ୍ୟ । ହିନ୍ଦୁ ମହାକାବ୍ୟ ରାମାୟଣରେ ରହିଛି ଏହାର ମାହାତ୍ମ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା