ପାକିସ୍ତାନରେ ପରମାଣୁ ବୋମା ବିକ୍ରି କରିବାର ଟାଇମ ଆସିଗଲାଣି…କେତ୍ରା ମିଳୁ ନାହାନ୍ତି: ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ଆଣବିକ ବୋମାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । କହିଛନ୍ତି ପାକିସ୍ତାନରେ ପରମାଣୁ ବୋମା ବିକ୍ରୀ କରିବାର ସମୟ ପାଖେଇ ଆସିଗଲାଣି । ଶନିବାର କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ‘ପାକିସ୍ତାନରେ ଆଣବିକ ବୋମା ଅଛି’ ବୟାନକୁ ନେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ କଂଗ୍ରେସ ବାରମ୍ବାର ନିଜ ଦେଶକୁ ଭୟଭୀତ କରିବାକୁ ଚେଷ୍ଟା କରୁଛି, ସାବଧାନ ରୁହ, ପାକିସ୍ତାନରେ ପରମାଣୁ ବୋମା ଅଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଆଜି ପାକିସ୍ତାନର ଅବସ୍ଥା ଏପରି ଯେ ବର୍ତ୍ତମାନ ସେ ବୋମା ବିକ୍ରି କରିବାର ପରିସ୍ଥିତି ଆସିଛି, କିନ୍ତୁ ଏଥିପାଇଁ କୌଣସି କ୍ରେତା ମିଳୁନାହାନ୍ତି। ମଣି ଶଙ୍କର ଆୟାର ଏକ ସାକ୍ଷାତକାରରେ କହିଥିଲେ ଯେ ପାକିସ୍ତାନରେ ପରମାଣୁ ବୋମା ଅଛି। ଆମ ପାଖରେ ମଧ୍ୟ ବୋମା ଅଛି, କିନ୍ତୁ ଯଦି କେହି ଲାହୋର ଉପରେ ବୋମା ପକାନ୍ତି, ତେବେ ବିକିରଣ ୮ ସେକେଣ୍ଡରେ ଅମୃତସରରେ ମଧ୍ୟ ପହଞ୍ଚିପାରେ। ପାକିସ୍ତାନକୁ ସମ୍ମାନର ସହ ବ୍ୟବହାର କରିବା କର ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ