Masthead

ବିମାନରେ ଦୋଳି ଖେଳୁଛନ୍ତି ତାଲିବାନୀ

(ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଛି ତାଲିବାନ ଯୁଗ । ଆଫଗାନରେ ଆତଙ୍କବାଦୀ ରାଜ୍ । ପୁରା ଆତଙ୍କବାଦୀଙ୍କ କବଜାରେ ଏବେ ଆଫଗାନିସ୍ତାନ । ଆଫଗାନିସ୍ତାନ ବର୍ତ୍ତମାନ ସମ୍ପୂର୍ଣ୍ଣ ତାଲିବାନ ଦଖଲରେ। ବର୍ତ୍ତମାନ କେବଳ ତାଲିବାନ ଶାସନ ଚାଲିଛି। ୨୦ ବର୍ଷ ତଳେ ଯେଉଁଭଳି ଶାସନ ଥିଲା ସେଭଳି ପୁଣି ତାଲିବାନ କରିବ ଶାସନ । ତାଲିବାନୀମାନେ ଦଖଲ କରିବା ପରେ ଆରମ୍ଭ ହୋଇଯାଇଛି ସେମାନଙ୍କ ଦବଦବା ।

ସବୁଠି ଦେଖିବାକୁ ମିଳିଛି ସେମାନଙ୍କ ମସ୍ତି ମଜାକ । ଏବେ ପୁଣିଥରେ ସେମାନଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେମାନେ ଦୋଳି ଖୋଳୁଥିବା ନଜର ଆସିଛି । ତା ପୁଣି ବିମାନ ବନ୍ଦରରେ ଥିବା ବିମାନ ଡେଣାରେ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଯେଉଁଥିରେ ତାଲିବାନୀମାନେ ଖୁବ୍ ମଜାମସ୍ତି କରୁଛନ୍ତି । ତାଲିବାନୀ ଆତଙ୍କୀମାନେ ବିମାନର ଡେଣାରେ ଦୋଳି ଲଗାଇ ଝୁଲୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା