Masthead

ବିରୋଧୀଙ୍କୁ ଧମକାଇବା ପାଇଁ ହିଂସା ଏକ ମାଧ୍ୟମ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଶାସକ ଟିଏମସିକୁ କଡ଼ା ସମାଲୋଚନା କରଛନ୍ତି । ସେ କହିଛନ୍ତି ପଞ୍ଚାୟତ ନିର୍ବାଚନ ସମୟରେ ଟିଏମସି ରକ୍ତରେ ହୋଲି ଖେଳିଛି । ଦେଶ ଏହାର ସାକ୍ଷୀ ଅଛି । ପଶ୍ଚିମବଙ୍ଗର ବିଜେପିର କ୍ଷତ୍ରିୟ ପଞ୍ଚାୟତ ରାଜ ପରିଷଦକୁ ସମ୍ବୋଧିତ କରୁଥିବାବେଳେ ମୋଦି ଏପରି କହିଛନ୍ତି। ଏନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ରାଜ୍ୟକୁ ଅପମାନିତ କରିଥିବା କହିଛନ୍ତି।

ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଲୋକମାନଙ୍କୁ କିଛି ମାନବିକତା ବାର୍ତ୍ତା ଦେବା ପରିବର୍ତ୍ତେ ଏକ ଛୋଟ, ଧାର୍ମିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ପଶ୍ଚିମବଙ୍ଗକୁ ଅପମାନିତ କରିଛନ୍ତି। ଯଦି ହିଂସା ହୋଇଥାନ୍ତା, ତେବେ ୨.୩୧ ଲକ୍ଷ ନାମାଙ୍କନପତ୍ର ଦାଖଲ ହୋଇନଥାନ୍ତା । “ପଶ୍ଚିମବଙ୍ଗରେ ବିରୋଧୀଙ୍କୁ ଧମକ ଦେବା ପାଇଁ ହିଂସାକୁ ଏକ ମାଧ୍ୟମ ଭାବରେ ବ୍ୟବହୃତ କରାଯାଇଛି ।

କିନ୍ତୁ ଏହା ପରେ ବି ବଙ୍ଗଳାବାସୀଙ୍କ ଭଲ ପାଇବା ପାଇଁ ବିଜେପିର ବିଜୟ ହୋଇଛି । । ମୋଦି କହିଛନ୍ତି ଯେତେବେଳେ ଆମର ପ୍ରାର୍ଥୀମାନେ ଜିତିଲେ, ସେମାନଙ୍କୁ ଏକ ଶୋଭାଯାତ୍ରା କରିବାକୁ ଅନୁମତି ଦିଆଗଲା ନାହିଁ । ଯଦି କିଛି ଶୋଭାଯାତ୍ରା କରନ୍ତି, ତେବେ ସେମାନଙ୍କୁ ମାରଦିଆଯିବ ବୋଲି ଧମକ ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼