Masthead

ଆଗାମୀ ନିର୍ବାଚନରେ ହାରିବ ବିଜେପି: ମମତା ବାନାର୍ଜି

କୋଲକାତା (ବଡ଼ ଖବର ବ୍ୟୁରୋ):  ପୁଣି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଟାର୍ଗଟ କରି କହିଛନ୍ତି ଆମେ ମଣିପୁର ଲୋକଙ୍କ ସହ ଅଛୁ । ବିଜେପି ସରକାର ‘ବେଟି ବଚାଓ’ ସ୍ଲୋଗାନ ପ୍ରହସନ ପାଲଟିଛି । ବିଜେପିର ‘ବେଟି ବଚାଓ’ ସ୍ଲୋଗାନ ଏବେ ପରିବର୍ତ୍ତନ ହୋଇ ‘ବେଟି ଜଲାଓ’ରେ ପରିଣତ ହୋଇଛି ।

ସେ କହିଛନ୍ତି ଯେ ଏହି ଲୋକମାନେ ଏବେବି ଚୁପ ଅଛନ୍ତି, କିନ୍ତୁ ଆଗାମୀ ନିର୍ବାଚନରେ ଦେଶର ଲୋକମାନେ ଖୁବ ଶୀଘ୍ର ଉତ୍ତର ଦେବେ। ସେ ଆହୁରି ମଧ୍ୟ କହିଛନ୍ତି ବିଲକିସ ବାନୋ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦିଆଗଲା। ରେସଲର ମାମଲାରେ ବ୍ରିଜ ଭୂଷଣ ଶଣର ସିଂଙ୍କୁ ବି ଜାମିନ ମିଳିଗଲା।

ଦେଶର ମହିଳା ଆଗାମୀ ନିର୍ବାଚନରେ ଆପଣଙ୍କୁ ରାଜନୀତିରୁ ବାହାର କରିଦେବେ। ଆମେ ମଣିପୁର ଲୋକଙ୍କ ସହ ଅଛୁ । ଆଜି କେବଳ ମଣିପୁର ନୁହେଁ ସମ୍ପୂର୍ଣ୍ଣ ଦେଶର ସ୍ଥିତି ଖରାପ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା