Masthead

ସେମାନଙ୍କ ପାର୍ଟି ଗୁଣ୍ଡା,ଚୋର ଓ ମିଛରେ ପରିପୂର୍ଣ୍ଣ: ମମତା

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଦିନକୁ ଦିନ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ନେତା-ନେତାଙ୍କ ମଧ୍ୟରେ ବାକ୍ ଯୁନ୍ଧ ଜାରି ରହିଛି । ଶୁକ୍ରବାର ଦିନ ପଶ୍ଚିମ ମେଦିନୀପୁରର ଦେବରାଠାରେ ଏକ ରାଲିରେ ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟିକୁ ଜୋରଦାର ନିଶାନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଦଙ୍ଗା କରୁଛି, ବିଜେପି ପ୍ରତି ସାବଧାନ ରୁହ। “ମୁଁ ମଧ୍ୟ ଜଣେ ହିନ୍ଦୁ। କିନ୍ତୁ ମୋର ବିଶ୍ୱାସ ମତେ ଘୃଣା ନୁହେଁ, ସହନଶୀଳତା ଏବଂ ପ୍ରେମ ଶିଖାଏ। ସେ କହିଥିଲେ ଯେ ଏହା ଗଣତନ୍ତ୍ର ? ଗଣତନ୍ତ୍ର କ’ଣ ସେମାନେ ଜାଣନ୍ତି କି ?

ବିଜେପି ଉପରେ ଆକ୍ରମଣ ତଥା ତୀବ୍ରତର କରି ମମତା ବାନାର୍ଜୀ କହିଛନ୍ତି- “ସେମାନେ ଏତେ ମନ୍ଦ କାର୍ଯ୍ୟ କରିଛନ୍ତି ଯେ ଦିନେ ସେମାନେ ନିଶ୍ଚିତ ଭାବରେ ଏହାର ମୂଲ୍ୟ ଦେବେ। ସେମାନଙ୍କ ବ୍ୟାଙ୍କ ଆକାଣ୍ଟରେ କେତେ ଟଙ୍କା ଅଛି ଜଣାନ୍ତୁ ତେବେ ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଜଣାପଡିବ। ସେମାନେ ଦଳିତଙ୍କୁ ଶୋଷଶ କରୁଛନ୍ତି,ମହିଳାଙ୍କୁ ଅପମାନ କରୁଛନ୍ତି। ସେମାନେ କୃଷକମାନଙ୍କୁ ଲୁଟ କରନ୍ତି। ସେମାନେ ଦେଶ ବିକ୍ରି କରୁଛନ୍ତି। ସେମାନଙ୍କ ପାର୍ଟିକୁ ଦେଖନ୍ତୁ। ସେମାନଙ୍କ ପାର୍ଟି ଗୁଣ୍ଡା,ଚୋର ଓ ମିଛରେ ପରିପୂର୍ଣ୍ଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା