Masthead

ଅପରାଧ , ଅପରାଧୀ ମଝିରେ ମଧ୍ୟସ୍ଥି ସାଜିଛି ଓୟୋ ରୁମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରାଧୀମାନଙ୍କ ସେଫ୍ ଜୋନ ପାଲଟିଛି ଓୟୋ ରୁମ୍ । କେତେବେଳେ ହତ୍ୟାକାଣ୍ଡ ତ କେତେବେଳେ ଦୁଷ୍କର୍ମ । ସାଙ୍ଘାତିକ ଅପରଧ ଘଟାଇବା ପାଇଁ ଓୟୋ ରୁମକୁ ଅତି ସହଜରେ ବାଛୁଛନ୍ତି ଅପରାଧୀ । କେବଳ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ନୁହେଁ, ବଡ ବଡ଼ ଡକାୟତି ପାଇଁ ମଧ୍ୟ ଓୟୋ ରୁମରେ ତିଆରି ହେଉଛି ବ୍ଲୁ ପ୍ରିଣ୍ଟ । ବର୍ତ୍ତମାନ ଓୟୋ ରୁମ ଅପରାଧୀଙ୍କ ଅଭୟାରଣ୍ୟ । ଝରଫୁଲ ମୃତ୍ୟୁ ଘଟଣା ହେଉ ବା ଗତ କାଲିର ଅଵିଵେକ ନାୟକ ମର୍ତ୍ୟୁ ଘଟଣା । ଏସବୁରେ ଓୟୋ ରୁମ ସମ୍ପୃକ୍ତି । ଏହାକୁ ନେଇ ନିଶ୍ଚିତ ଭାବରେ ଏକ ପ୍ରଶ୍ନ ବାଛି ସୃଷ୍ଟି ହେଉଛି ।

ସୁରକ୍ଷା ଦୃଷ୍ଟିରୁ ଓୟୋରେ ରହୁଥିବା ସମସ୍ତ ଅତିଥିଙ୍କ ତଥ୍ୟ କାହିଁକି ଯାଞ୍ଚ କରୁନି ପୋଲିସ । ପୋଲିସ ଯାଞ୍ଚ କରୁନି ନା ଓୟୋ କର୍ମଚାରୀ ତଥ୍ୟ ଦେବାରେ କରୁଛନ୍ତି ଚଞ୍ଚକତା । ଏପରିକି ବିନା ପରିଚୟ ପତ୍ରରେ ରୁମ ଦିଆଯିବା ବିଭିନ୍ନ ଜାଗାରେ ଦେଖିବାକୁ ମିଳିଛି । ଯାହାର ଲାଭ ଉଠାଉଛନ୍ତି ପଥଭ୍ରଷ୍ଟ ଯୁବକ ଯୁବତୀ । ସେ ପୋଲିସର ଭୁଲ ହେଉ ବା ଓୟୋ କର୍ମଚାରୀଙ୍କ ଭୁଲ, ଏସବୁ ଭିତରେ ବଳି ପଡୁଛନ୍ତି ଜନତା । ଯାଉଛି ଜୀବନ ଘଟୁଛି ଅନେକ ଅଘଟଣ। ଏସବୁ ଅପରଧକୁ ରୋକିବା ପାଇଁ କେବେ ତତ୍ପରତା ଦେଖାଇବ ପୋଲିସି, କେବେ ଯାଞ୍ଚ କରିବ ଅତିଥିଙ୍କ ପୁରା ତଥ୍ୟ ଓ ଦୃଢ କାର୍ୟ୍ୟାନୁଷ୍ଠାନ ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ