Masthead

ଭାରତରେ ହେବ ଜଳ ସଙ୍କଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଗକୁ ମିଳିବ ନାହିଁ ଜଳ । ଆଗାମୀ ପିଢି ପାଇଁ ଦେଖା ଯିବ ଘୋର ଜଳ ସଙ୍କଟ । ମାର୍ଚ୍ଚ ୨୨ ଥିଲା ବିଶ୍ୱ ଜଳ ଦିବସ । ଏହି ଦବସ ଅବସରରେ ଆସିଥିବା ଜଳ ସମ୍ବନ୍ଧୀୟ ତଥ୍ୟ ବାସ୍ତବିକ ଉଦବେଗଜନକ । ପୃଥିବୀର ୭୧ ପ୍ରତିଶତ ଅଂଶରେ ଜଳ ମହଜୁଦ ଅଛି । କିନ୍ତୁ ସେଥିରୁ ୩୩ ପ୍ରତିଶତ ମାତ୍ର ପିଇବା ଯୋଗ୍ୟ । ଅନେକ ଜାଗାରେ ଆଜିବି ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ପାନୀୟ ଜଳ ଧିରେ ଧିରେ କିମ ଯାଉଥିବାରୁ ଆଗାମି ପିଢି ପାଇଁ ଜଳ ମହାସଙ୍କଟ ଛିଡ଼ା ହେବା ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ଦେଖିବାକୁ ଗଲେ ଲୋକମାନେ ପାନୀୟ ଜଳର ଅପବ୍ୟବହାର କରୁଛନ୍ତି । କେଉଁଠି ଘଣ୍ଟା ଘଣ୍ଟା ଧରି ପାଣି ଟ୍ୟାପ ଖୋଲା ରହୁଛି ତ ଆଉ କେଉଁଠି ଗାଧୋଇବା ପାଇଁ ବାଲଟି ବାଲଟି ପାଣି ବ୍ୟବହାର କରୁଛନ୍ତି । ଯାନବାହାନ ଧୋଇବାରେ ମଧ୍ୟ ପାଣି ନଷ୍ଟ ହେଉଛି । ଯଦି ଏହି ଭଳି ଭାବେ ପାଣି ନଷ୍ଟ କରାଯିବ ଆଗାମୀ ପିଢି ଜଳ ଦେଖିବା କଷ୍ଟକର ହୋଇଯିବ । ବିଶେଷଜ୍ଞଙ୍କ ମତରେ ୧୯୪୭ ପର ଠାରୁ ମୁଣ୍ଡ ପିଛା ଜଳ ଉପଲବ୍ଧତାରେ ୭୫ ପ୍ରତିଶତ ହ୍ରାସ ଘଟିଛି । ଯଦି ପାଣି ନଷ୍ଟ କରିବା ଏବେ ଠାରୁ ରୋକା ନଯାଏ ପରିସ୍ଥିତି ଅଣାୟତ ହୋଇପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ