Masthead

ନୂଆପଡ଼ାରେ ପୁଣି ବାଛୁରୀକୁ ମାରିଲା ବାଘ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ା ସିଲେରିବାହାଲରେ ପୁଣି ବାଛୁରୀକୁ ମାରିଲା ବାଘ। ସକାଳ ନ ହେଉଣୁ ବାଘ ନେଉଛି ଗୋଟିଏ ଜୀବନ। ବାଘ ତାର ସ୍ଥିତିକୁ ଜାହିର କରିବାରେ ଲାଗିଛି । ନୂଆପଡ଼ାରେ ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ଗାଈ ବାଛୁରୀକୁ ମାରୁଛି କଲରାପତରିଆ। ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଆଜି ସକାଳୁ ସକାଳୁ ପୁଣି ନୂଆପଡା ଫରେଷ୍ଟ ରେଞ୍ଜ ଧରମବନ୍ଧା ବିଟର ସିଲେରିବାହାର ଗାଁରେ ଗୋଟିଏ ବାଛୁରୀକୁ ବାଘ ମାରି ଦେଇଥିବା ଖବର ସାମନାକୁ ଆସିଛି।

ସୁନାନେଡା ଅଭୟାରଣ୍ୟକୁ ଲାଗି ରହିଥିବା ସଂରକ୍ଷିତ ଜଙ୍ଗଲ ସବୁ ଏବେ ବାଘ ପାଇଁ ଅଭୟ ପରିବେଶ ପାଲଟିଥିବା ମନେ ହେଉଛି। ଗତକାଲି ଯେଉଁ ଜାଗାରେ ବାଛୁରୀକୁ ମାରିଥିଲା ଠିକ ସେହି ଜାଗାର ୧୦୦ ମିଟର ଦୂରରେ ଆଜି ଆଉ ଗୋଟିଏ ବାଛୁରୀ କୁ ବାଘ ମାରି ଦେଇଛି। ଏଥିରୁ ଲୋକେ ଅନୁମାନ କରୁଛନ୍ତି ବାଘ ସେହି ପାଖାପାଖି ହିଁ ରହୁଥାଇ ପାରେ। ଗତକାଲି ଦୁଇଟି ବାଘ ଦେଖିଥିବା ପ୍ରତ୍ୟେକଦର୍ଶୀ କହିଥିବା ବେଳେ ଏକାଧିକ ବାଘ ଗାଁ ମୁହାଁ ହେଇଥିବା ଅନୁମାନ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼