Masthead

ନାଇଟ୍ କ୍ଲବ ରେଡରେ ଧରାପଡିଲେ ଏହି ସେଲିବ୍ରିଟିଜ୍….

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇରେ କରୋନା ନିୟମ ଉଲଂଘନ ଅଭିଯୋଗରେ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁମ୍ବାଇର ଏକ କ୍ଲବରେ କରୋନା କଟକଣା ନ ମାନି ପାର୍ଟି କରୁଥିବା ୩୪ଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ ଗିରଫ ହୋଇଥିବା ୩୪ଜଣଙ୍କ ମଧ୍ୟରେ କ୍ରିକେଟର ସୁରେଶ ରାଇନା, ଗାୟକ ଗୁରୁ ରାନ୍ଧୱା ଏବଂ ଅନ୍ୟମାନେ ଥଲେ । ପରେ ସୁରେସ ରାଇନା ଏବଂ ଗୁରୁ ରାନ୍ଧୱାଙ୍କୁ ଜାମିନ ମିଳିଛି ।

ଏହି ପାର୍ଟି ମୁମ୍ବାଇ ବିମାନବନ୍ଦର ନିକଟ ଜେଡବ୍ଲ୍ୟୁ ହୋଟେଲ କ୍ଲବରେ ଚାଲିଥିଲା । ଯେଉଁଠାରେ କରୋନା ନିୟମ ଉଲ୍ଲଂଘନ କରାଯାଇଥିଲା । ମୁମ୍ବାଇରେ ସମସ୍ତଙ୍କ ବିରୋଧରେ ଏଫ୍ଆଇଆର ପଞ୍ଜିକୃତ ହୋଇଛି । ରାତ୍ରିକାଳନୀ କର୍ଫ୍ୟୁ ଜାରି ପରେ ମଧ୍ୟ ଏବି କ୍ଲବରେ ହାଇ ପ୍ରୋଫାଇଲ ପାର୍ଟି ଚାଲିଥିଲା । ପାର୍ଟି ଚାଲିଥିବା ନେଇ ପୋଲିସ ସୂଚନା ପାଇବା ପରେ ଭୋରରୁ ଚଢାଉ କରିଥିଲା । ମୁମ୍ବାଇରେ ଲକଡାଉନ ନିୟମ ଜାରି କରାଯାଇଥିବା ବେଳେ ରାତି ୧୧ଟା ପରେ କୌଣସି ପ୍ରକାର ପାର୍ଟି କିମ୍ବା ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା