Masthead

ସିସିଟିଭିରେ ଦିଶିଲା ମଣିଷଖିଆ ବାଘର ଝଲକ

ନୂଆପଡ଼ା  (ବଡ଼ ଖବର ବ୍ୟୁରୋ):ସିସିଟିଭିରେ ଦିଶିଲା ମଣିଷଖିଆ ବାଘର ଝଲକ । ସୁନାବେଡା ଜଳମଡେଇ ଅଞ୍ଚଳରେ ବନ ବିଭାଗ ତରଫରୁ ଲଗା ଯାଇଥିବା ଟ୍ରାପ କ୍ୟାମେରାରେ ବାଘର ଫୁଟେଜ ସାମ୍ନାକୁ ଆସିଛି। ଗୋଟିଏ ମଣିଷ ଓ ତିନୋଟି ଗୃହ ପାଳିତ ପଶୁଙ୍କୁ ମାରି ଦେଇଥିବା କଲରାପତରିଆର ଚେହେରା କଏଦ ହୋଇଛି। ବାଘ ବି ଚତୁରତାର ସହ ଜାଗା ପରିବର୍ତ୍ତନ କରୁଥିବା ଜଣା ପଡୁଛି।

୨୯ ତାରିଖ ଭୋର ସମୟରେ ଟ୍ରାପ କ୍ୟାମେରାର ସମାନକୁ ଆସିଥିଲା ବାଘ। ଅଭୟ ଅରଣ୍ୟରେ ବେଧଡ଼କ ବୁଲୁଥିବା ବାଘ । ଏବେ ଗାଁ ମୁହାଁ ହୋଇ ଜୀବନ ନେଉଛି। ବନବିଭାଗ ତାର ଗତିବିଧିକୁ ନିରୀକ୍ଷଣ କରୁଛି। ତେବେ ବଡ଼ କଥା ହେଲା ସିସି ଟିଭିର ଫୁଟେଜରୁ ସ୍ପଷ୍ଟ ହେଉଛି ଏହା ମହାବଳ ବାଘ ନୁହେଁ ବରଂ କଲରାପତରିଆ ବାଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ