Masthead

ସାମ୍ନାକୁ ଆସିଲା ବିଜୟ ସେତୁପତିଙ୍କ ପ୍ରଥମ ଲୁକ୍

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ନିକଟରେ ଶାହରୁଖ ଖାନଙ୍କ ‘ଯବାନ’ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଗୁଜବ ରହିଥିଲେ ମଧ୍ୟ ଟ୍ରେଲର ଦେଖିବା ପରେ ସେମାନଙ୍କ ମଧ୍ୟରେ କାହାଣୀକୁ ନେଇ ଉତ୍ସାହ ବଢିଛି । ନିର୍ମାତାମାନେ ମଧ୍ୟ ଫିଲ୍ମର ଷ୍ଟାରକାଷ୍ଟର ପ୍ରଥମ ଲୁକ କ୍ରମାଗତ ଭାବରେ ପ୍ରକାଶ କରୁଛନ୍ତି । ଏହି ସମୟରେ ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରୁଥିବା ବିଜୟ ସେତୁପତୀଙ୍କ ପ୍ରଥମ ଲୁକ ମଧ୍ୟ ସମ୍ନାକୁ ଆସିଛି ।

ନିକଟରେ ‘ଯବାନ’ର ନୂଆ ପୋଷ୍ଟରର ଆଶଙ୍କା ମଧ୍ୟରେ ମୁଖ୍ୟ ଅଭିନେତା ଶହାରୁଖ ଖାନଙ୍କ ବିପକ୍ଷରେ ଥିବା ଭିଲିଆନଙ୍କ ଲୁକ୍ ଉପସ୍ଥାପନ କରି ଲୋକଙ୍କ କ୍ରେଜକୁ ବଢାଇ ଦେଇଛନ୍ତି । ଏଥିରେ ବିଜୟଙ୍କୁ ‘ମର୍ଚାଣ୍ଟ ଅଫ୍ ଦେଥ‘ ଭାବରେ ଦର୍ଶାଯାଇଛି, ଯାହା ଦୁଇ ଅଭିନେତାଙ୍କ ମଧ୍ୟରେ ସଂଘର୍ଷ ହେବାର ପ୍ରତିଶ୍ରୁତି ଦେଇଛି । ଏହି ନୂତନ ପୋଷ୍ଟରରେ ତାଙ୍କୁ ଏକ ବିପଦପୂର୍ଣ୍ଣ ତଥା ଶକ୍ତିଶାଳୀ ଭିଲିଆନ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ପାଇଁ ବିଜୟଙ୍କ ଫ୍ୟାନ୍ସମାନେ ଅତ୍ୟନ୍ତ ଉତ୍ସାହିତ ଥିବା ଜଣାପଡୁଛନ୍ତି । ଆଗକୁ ଜଣାପଡିବ ଏହି ଆକ୍ସନ ଓ ଥ୍ରିଲର ଫିଲ୍ମଟି ଦର୍ଶକଙ୍କ ମନକୁ କେତେ କିଣିପାରିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି