Masthead

କଙ୍ଗାରୁକୋର୍ଟରେ ନିର୍ଯାତନା

ଦଶପଲା (ବଡ଼ ଖବର ବ୍ୟୁରୋ):  କଙ୍ଗାରୁକୋର୍ଟରେ ନିର୍ଯାତନା । ଏଭଳି ଅଭିଯୋଗ ଆସିଛି ବାଣିଗୋଚ୍ଛା ଥାନା ଚଢ଼େୟାପଲ୍ଲୀ ଗାଁରୁ । ଗତ ଅଗଷ୍ଟ ମାସରେ ସେ ଗାଁର ଆରତ ନାୟକଙ୍କ ମୃତ୍ୟୁ ହୋଇଥିଲା । କିଛି ଦିନ ତଳେ ମୃତ ବ୍ୟକ୍ତିଙ୍କ ସାନବୋହୂ ଦେହରେ ଠାକୁରାଣୀ ଲାଗି ଶଶୁରଙ୍କୁ ଗୁଣି କରି ମାରିଦେଇଥିବା କହିଥିଲେ । ଅନ୍ଧ ବିଶ୍ୱାସକୁ ଭରସା କରି ଗାଁରେ ଗ୍ରାମରେ କୁଙ୍ଗାରୁ କୋଟ ବସିଲା । ନିଷ୍ପତି ଅନୁସାରେ ସେ ଗାଁର ସନ୍ତୋଷ ନାୟକ, ବିଘ୍ନରାଜ ସେଠି, ବିଦ୍ୟା ନାୟକ ଓ ଭରତ ନାୟକ ଦୋଷୀ ହୋଇଥିଲେ । ଦଣ୍ଡ ଥିଲା ଅମାନୁସିକତା ।

ଗତ ୧୯ ତାରିଖରେ ଗାଁ ନିଷ୍ପତି ଅନୁସାରେ ୫ ଜଣଙ୍କୁ ଗାଁ ମଝି ଦାଣ୍ଡରେ ଥିବା ଖୁଣ୍ଟରେ ବନ୍ଧା ଗଲା । ମାଡ ସାଙ୍ଗକୁ ମଣିଷ ବିଷ୍ଟା ଓ ଘୋଡା ବିଷ୍ଟା ଖାଇବାକୁ ଜବରଦସ୍ତି ଦେଇଥିଲେ । ଏନେଇ ଵାଣିଗୋଚ୍ଛା ଥାନା ରେ ସନାତନ ନାୟକ, ରମେଶ ସେଠୀ ୫ଜଣଙ୍କ ନାମରେ ଇତଲା ଦେଇôଥଲେ । ପୋଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ୫ଜଣ ସଞ୍ଜୟ ନାୟକ, ରୋହିତ ନାୟକ, କୃଷ୍ଣ ନାୟକ, ତାରାକାନ୍ତ ନାୟକ,ଭରତ ପ୍ରଧାନ ଫେରାର ôଥଲେ । ଗତକାଲି ଅଭିଯୁକ୍ତମାନଙ୍କୁ ଧରି ଆଜି ଡାକ୍ତର ମାଇନାପରେ କୋର୍ଟ ଫରୱାର୍ଡ କରିଛି ବାଣିଗୋଛା ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ