Masthead

ଟ୍ରାଫିକ ଆଇନ ଉଲ୍ଲଙ୍ଘନ

ରାଜଗାଙ୍ଗପୁର(ବଡ଼ ଖବର ବ୍ୟୁରୋ): ଟ୍ରାଫିକ ଆଇନ ଉଲ୍ଲଙ୍ଘନ କରି ବାଇକ ଆରୋହୀଙ୍କୁ ଦେବାକୁ ପଡ଼ିଛି ଜରିମାନା । ଏଭଳି ଘଟଣା ଘଟିଛି ରାଜଗାଙ୍ଗପୁର ସହର ରାଣୀବନ୍ଧ ଛକଠାରେ । ପୋଲିସ ଓ ଆରଟିଓ କର୍ମଚାରୀମାନେ ଗାଡ଼ି ଚେକିଂ କରୁଥିବା ସମୟରେ ଲିଭନ ବାଡ଼ା ନାମକ ଜଣେ ବାଇକ ଆରୋହୀଙ୍କୁ ଧରିଥିଲେ । ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ୨୨ହଜାର ୫୦୦ ଟଙ୍କା ଚାଲଣ କଟାଯାଇଥିଲା । ସାଧାରଣ ଅପରାଧ ,ଡ଼ିଏଲ ନଥିବା , ଡ଼ିଏଲ ନଥାଇ ଗାଡ଼ି ଚଳାଇବା, ମଦପିଇ ଗାଡ଼ି ଚଳାଇବା ଆଦି ଅପରାଧରେ ଜରିମାନା କଟାଯାଇଥିଲା । ଜରିମାନ ଅର୍ଥ ନଦେବାରୁ ଚାଳକଙ୍କୁ ଅଟକ ରଖାଯାଇଥିବା ବେଳେ ତାଙ୍କ ବାଇକ ଜବତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା